ଏଟିଏମ ହୋର୍ଡିଂ ଖସି ପଡ଼ିଛି

ଦେବଗଡ: ସହରରେ କଚେରୀ ରୋଡ ଏସବିଆଇ ଏଟିଏମର ହୋର୍ଡିଂ ଖସି ପଡି ଗେଟ ସମ୍ମୁଖରେ ପଡିଛି। ସାଧାରଣ ଲୋକ ଓ ଉପଭୋକ୍ତା ଏହାଦ୍ୱାରା ବହୁ ହଇରାଣ ହେଉଛନ୍ତି। ହୋର୍ଡିଂ ଖସି ପଡ଼ିବା ପରେ ବି କର୍ତୃପକ୍ଷ ଏହା ଉପରେ ଧ୍ୟାନ ଦେଇ ନଥିବା ଜଣାପଡ଼ିଛଇ। ଉକ୍ତ ରାସ୍ତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ ରହିଥିବାରୁ ବ୍ୟାଙ୍କ କର୍ତୃପକ୍ଷ ତୁରନ୍ତ ଏହାକୁ ସାଧାରଣ ବ୍ୟବହାର ପାଇଁ ସୁବିଧା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର