ଅଙ୍ଗନବାଡ଼ି କେନ୍ଦ୍ର ଆଗରେ ପଡ଼ିଗଲା ବିଦ୍ୟୁତ୍ ଖୁଣ୍ଟ

ଭରସୁଜା,: ଭରସୁଜା ଅଙ୍ଗନବାଡ଼ି କେନ୍ଦ୍ର ଆଗରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଗତ ୩୦ ତାରିଖରେ ଉପୁଡ଼ି ପଡ଼ିଥିଲା। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବାରୁ କାହାରି କିଛି କ୍ଷତି ହୋଇନଥିବା ଜଣାଯାଇଛି। ସେହିପରି ଭରସୁଜା-ଆଗଲପୁର ରାସ୍ତାରେ ଆଉ ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ଅବସ୍ଥାରେ ରହିଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର