ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ସ୍କୁଲ ଗୃହ ନିର୍ମାଣ ଦାବି: ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପାଟଣାଗଡ଼: ସ୍କୁଲ ଗୃହ ନିର୍ମାଣ ଦାବିରେ ସ୍କୁଲରେ ତାଲା ପକାଇବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି। ୨ ବର୍ଷ ପୂର୍ବରୁ ଦୁର୍ବଳ ଥିବା କୋଠରୀ ଭାଙ୍ଗିଥିଲେ, ଏ ଯାଏଁ କେବଳ…
ଅଧିକ ଖବର ଦେଖନ୍ତୁ...

ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ରେ ପୁଣି ଏକ ଦାଦନ ପରିବାରର କରୁଣ କାହାଣୀ ସମ୍ନାକୁ ଆସିଛି। ଏହି ବ୍ଲକ୍‌ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତ ଖଲଖଲି ଗାଁରୁ କଟକକୁ ଦାଦନ ଖଟିବାକୁ ଯାଇଥିବା କ୍ଷୀରମୋହନ ମାଝୀ ସୋମବାର ଶବ ହୋଇ ଗାଁକୁ ଫେରିଛନ୍ତି। ସୂଚନା ଅନୁସାରେ, ଖଲଖଲି…
ଅଧିକ ଖବର ଦେଖନ୍ତୁ...

ଫୋକସ୍‌ରେ ଲୋୟର ସୁକତେଲ୍‌: ପ୍ରକଳ୍ପ ପାଲଟିବ ରାଜନୀତିର ପ୍ରସଙ୍ଗ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ଆଗାମୀ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ; ଏହା ସଂପ୍ରତି ବଲାଙ୍ଗୀର ରାଜନୈତିକ ବାତାବରଣରୁ ଠଉରାଇ ହେଉଛି। ଗତ ୩ ତାରିଖ ଏଥିପାଇଁ ୨୭୨୩ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହେଲା। ମଞ୍ଚ ଉପରେ ଏବଂ ମଞ୍ଚ ତଳେ ଏହି ପ୍ରକଳ୍ପକୁ ନେଇ ରାଜନୀତି ଚରମସୀମାରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ତାଲା ମାରିଲେ, ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ…
ଅଧିକ ଖବର ଦେଖନ୍ତୁ...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେ.ଆଇ.ଟି.ଏମ୍)ର ବାର୍ଷିକ ଉତ୍ସବ ଉଦଯାପିତ

ବଲାଙ୍ଗୀର: ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଳେଷଣ ପାଇଁ ଆବଶ୍ୟକ ହୋଇଥାଏ। ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ, ଅଭିଯୁକ୍ତ ସ୍ବାମୀ ଅଟକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ - ପଦ୍ମପୁର ରାସ୍ତାରେ ଥିବା ମାୟାବତୀ ନଦୀ ସେତୁ ତଳେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଜନା ବାଗ ନାମ୍ନୀ ମହିଳା ଗାଧୋଇବା ପାଇଁ ନଦୀକୁ ଆସିଥିଲେ। ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ରାତ୍ର ଜଗୁଆଳିଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ୱାମୀ, ସମର୍ଥକ

ସଇଁତଲା: ବଲାଙ୍ଗୀର ଜ଼ିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ତାଙ୍କ ସମର୍ଥକ ମିଶି ବ୍ଲକର ରାତ୍ର ଜଗୁଆଳି ସୁମନ୍ତ ଭୋଇ (୫୪)ଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ରାତ୍ର ଜଗୁଆଳି ସଇଁତଲା ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ତାଲା ପକାଇଲା ପୁରାତନ ଛାତ୍ରସଂଘ: ଗଛ ତଳେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଜାମୁଟ ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ଦାବିରେ ପୁରାତନ ଛାତ୍ର ସଂଘ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛି। ଫଳରେ ଛାତ୍ରଛାତ୍ରୀ ସ୍କୁଲକୁ ପ୍ରବେଶ କରିପାରି ନଥିବା ବେଳେ ଗଛତଳେ ପାଠ ପଢ଼ିବା ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରର ଜୀବନରେଖା: ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟିତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମାଗୁରବେଡ଼ା ଗାଁ ନିକଟରେ ‌ନର୍ମିତ ଲୋୟର ସୁକତେଲ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ୫୩୦୦ କୋଟି ବ୍ୟୟରେ ନିର୍ମିତ ଏହି ବୃହତ୍‌ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଅବସରରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏତଦବ୍ୟତୀତ ୩୦୫ କୋଟିର ୬୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିଲାଗି…
ଅଧିକ ଖବର ଦେଖନ୍ତୁ...