ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ସାଇକଲ ଫେରାଇଲେନି ବୋଲି ଯୁବକଙ୍କୁ ପିଟିପିଟି ମାରିଦେଲେ

ପାଟଣାଗଡ଼: ସାଇକଲ ନେଇ ନଫେରାଇବାରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଦମକିପାଲି ଗ‌ାଁରେ ଟିକେଲାଲ ବାଗ (୩୨ବର୍ଷ) ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ପୁଲିସର ସୂଚନା ଅନୁସାରେ, ଟିକେଲାଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ: ୪ ମୃତ, ୩ ଆହତ

ଭୁବନେଶ୍ବର: ରାଜ୍ୟ ପ୍ରତିଦିନ ଘଟଣା ଓ ଦୁଘର୍ଟଣା ଲାଗିରହିଛି। ଗତକାଲି ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣକୁ ନେଇ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେସବୁ ନିମ୍ନରେ ଉଲ୍ଳେଖ କରାଯାଇଛି। ଟ୍ରକ ପଛରେ ବାଇକ୍‌ ପିଟିହୋଇ ଜଣେ ମୃତ କେନ୍ଦୁଝର: କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ରେଳରେ ଚୋରା ଚାଲାଣ: ୨ ମହିଳା ଅଭିଯୁକ୍ତ ଗିରଫ, ୨୧.୫ କେଜି ଗଞ୍ଜେଇ ଜବତ

ବଲାଙ୍ଗୀର: ଟ୍ରେନ୍‌ ମାଧ୍ୟମରେ ଏବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉପଯୁକ୍ତ ମାଧ୍ୟମ ପାଲଟିଛି। ବଲାଙ୍ଗୀର ରେଳବାଇ ସୁରକ୍ଷାବଳ ବଲାଙ୍ଗୀର ଷ୍ଟେସନରୁ ୨ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୨୧.୫ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ମହିଳାମାନେ ନବରଙ୍ଗପୁର ତୋତା ସାହି ର…
ଅଧିକ ଖବର ଦେଖନ୍ତୁ...

ଫସଲହାନି ସହି ନପାରି ଜୀବନ ହାରିଲେ ବଲାଙ୍ଗୀରର ଚାଷୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅଧିନସ୍ଥ ବୁବେଲ ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଏହି ଗ୍ରାମର ଜଣେ ଚାଷୀ ରମେଶ ଭୋଇ (୫୦) ମଙ୍ଗଳବାର ରାତିରେ ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଚାଷୀ ରମେଶ ପୁଇଁନ୍ତଳା ବ୍ଲକ ଅଧିନସ୍ଥ…
ଅଧିକ ଖବର ଦେଖନ୍ତୁ...

ପୁଣି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ: ସଇଁତଳାରେ ଅପେରା ବନ୍ଦ ହେଲା

ସଇଁତଳା: କଳାକାରଙ୍କ କଳିରେ ବଳି ପଡ଼ୁଛି ଯାତ୍ରା। ଏମିତି  ପ୍ରଥମେ ପାଟଣାଗଡ଼ ନୁନହାଣ୍ଡିରେ ଯାତ୍ରାକୁ ବିରୋଧ କରି କୋଶଳ ସେନା ବନ୍ଦ କରିଥିବା ବେଳେ ପରେ ବିଭିନ୍ନ ସ୍ଥାନରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବନ୍ଦ କରାଯାଇଥିଲା। ଏହିକ୍ରମରେ ଗତକାଲି ରାତ୍ରିରେ ବଲାଙ୍ଗୀର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିଲେ ୨ ଜଣ; ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ସିନ୍ଧେକେଲା: ସଂପର୍କୀୟଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଯିବା ବେଳେ ୨ ଜଣ ବ୍ୟକ୍ତି ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି‌ ହେଲେ ପର୍ଶୁରାମ ପୁଟେଲ (୪୨)।…
ଅଧିକ ଖବର ଦେଖନ୍ତୁ...

ଉଠା ଦୋକାନୀଙ୍କୁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଲିଆଖି, ଦୀପାବଳି ବଜାରକୁ ନେଇ ବଚସା

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ଆଚାର୍ଯ୍ୟଙ୍କୁ ଟିଟିଲାଗଡ଼ ପୌରପାଳିକାର ଅତିରିକ୍ତ ଦାୟିତ୍ବ ମିଳିଛି। ତେବେ ଅଧିକାରୀ ଜଣକ ସହରରେ ନପଶୁଣୁ ଗରିବ ଉଠାଦୋକାନୀଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି। ଦୀପାବଳି…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଆସିଲେ ଗାଁକୁ ଝୁରୁଛନ୍ତି: ଜୀବନରେଖା ପାଇଁ ବିସ୍ଥାପିତଙ୍କ ଦୁଃଖ

ବଲାଙ୍ଗୀର: କେଉଁ ଆବହମାନ କାଳରୁ ବସିଥିଲା ଗଁା। ଗଁା କଡ଼ରେ ବହି ଯାଇଥିଲା ନଈ। ନଈକଡ଼ରେ ପାହାଡ଼ ଓ ଜଙ୍ଗଲ। ନଈ ଓ ଜଙ୍ଗଲ ଲୋକଙ୍କ ପେଟକୁ ଯୋଗାଉଥିଲା ଦାନା। ଗଁା ଭିତରେ ସମସ୍ତେ ସ୍ନେହସୌହାର୍ଦ୍ଦ୍ୟର ସହିତ ରହି ଆସୁଥିଲୁ। ପରସ୍ପର ମଧ୍ୟରେ ସୁଖ-ଦୁଃଖ ବାଣ୍ଟି ନେଉଥିଲୁ। ଗାଁ ମନ୍ଦିର, ଗାଁ…
ଅଧିକ ଖବର ଦେଖନ୍ତୁ...

୧୫ ବଦଳରେ ୧୮ରେ କୋଶଲ ମହାବନ୍ଦ

ବରଗଡ଼: ଆସନ୍ତା ୧୫ ତାରିଖ ବଦଳରେ ୧୮ ତାରିଖ ଦିନ କୋଶଲ ମହାବନ୍ଦ ହେବ। ୧୫ ତାରିଖ କନିଷ୍ଠ ଶିକ୍ଷକ ପରୀକ୍ଷା ଏବଂ ବିର୍ସା ମୁଣ୍ଡା ଜୟନ୍ତୀ ଥିବାରୁ ୧୮ ତାରିଖ ମହାବନ୍ଦ ଡାକରା ଦିଆଯାଇଛି ବୋଲି ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଭବନଠାରେ କୋଶଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍‌ରେ ଚାକିରି: ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର/ଡୁଡୁକା: ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି କରୁଥିବା ଆଉ ଜଣେ ଶିକ୍ଷକଙ୍କୁ ବଲାଙ୍ଗୀର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ଶିକ୍ଷକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଡୁଡୁକା ପଲ୍ଲିଶ୍ରୀ ନୋଡାଲ୍‌ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ କୁମାର ସେଠ।…
ଅଧିକ ଖବର ଦେଖନ୍ତୁ...