ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ

କଣ୍ଟାବାଞ୍ଜି: ସିନ୍ଧେକେଲାକୁ ଏନ ଏ ସି ମାନ୍ୟତା ଘୋଷଣା କରିବାକୁ ନେଇ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ଆଜି ଶନିବାର ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି। ନାଗରିକ କମିଟିର ସଭାପତି ସୁରିୟା ସାହୁଙ୍କ ନେତୃତ୍ବରେ ବିଭିନ୍ନ ଦଳର ନେତା , ସାମାଜିକ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ…
ଅଧିକ ଖବର ଦେଖନ୍ତୁ...

ଦାଦନ ଯାଇଛନ୍ତି ମାଟ୍ରିକ୍‌ ଛାତ୍ର! ୮୧୩ ଜଣ ଦେଉନାହାନ୍ତି ପରୀକ୍ଷା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା କିଭଳି ଉତ୍କଟ, ତାହା ମାଟ୍ରିକ୍‌ ପରୀକ୍ଷାରୁ ବି ଜଣାପଡ଼ିଛି। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୮୧୩ଜଣ ଛାତ୍ର ଅନୁପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ଚଳିତବର୍ଷ ମାଟ୍ରିକ୍‌…
ଅଧିକ ଖବର ଦେଖନ୍ତୁ...

ଜଳସଚେନ ଦାବିରେ ତାତିଲେ ଚାଷୀ: ଜାତୀୟ ରାଜପଥ ଅବରୋଧ

ଡୁଡୁକା: ଲୋୟର ସୁକତେଲ ପ୍ରକଳ୍ପରୁ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର ୫ଟି ପଞ୍ଚାୟତ ବେନ୍ଦ୍ରା, ନଅଗାଁ(ଖ), ବଡ଼ଟିକା, ଝରଣିପାଲି, ନୁନିଆପାଲିକୁ ପାଣି ଯୋଗାଣ ନେଇ ଦାବି କରାଯାଇଛି। ଏନେଇ ବ୍ଲକ କୃଷକ ସଙ୍ଘର୍ଷ ସମିତି ପକ୍ଷରୁ ୨୬ନଂ ଜାତୀୟ ରାଜପଥ ରୁଗୁଡ଼ିଖାଲ ଛକରେ ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ କରାଯାଉଛି। ବଙ୍ଗୋମୁଣ୍ଡାକୁ ଏନଏସି ନ କରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ…
ଅଧିକ ଖବର ଦେଖନ୍ତୁ...

ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ପୁଣି ଅଗ୍ନିକାଣ୍ଡ ଦେଖାଯାଇଛି। କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ବିସ୍ଫୋରଣ ହୋଇଛି। ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ବେଳକୁ ‌ମୃତାହତ ଖବର ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ଏନଏସି ମାନ୍ୟତା ନ ମିଳିବା ପ୍ରତିବାଦରେ ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହାକୁ ଏନଏସି ଘୋଷଣା କରିନାହାନ୍ତି ରାଜ୍ୟ ସରକାର। ଏହାର ପ୍ରତିବାଦରେ ଆଜି ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ ବଜାର। ବନ୍ଦ ପାଳନକୁ ବିଜେପି ଓ କଂଗ୍ରେସ କର୍ମୀ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଲୋକସଭା: ସବୁ ଦଳରେ ଦ୍ବନ୍ଦ୍ବ

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ଆସନକୁ ନେଇ ଆରମ୍ଭ ‌ହୋଇଛି ଅଙ୍କକଷା। ତେବେ, ପ୍ରାର୍ଥିତ୍ବକୁ ନେଇ ସବୁଦଳରେ ଦ୍ବନ୍ଦ୍ବ‌ ରହିଥିବା କୁହାଯାଉଛି। ବିଜେଡିରେ ଟିକେଟ୍‌ ଦାବିଦାର୍‌ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ। ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ଭୂତଳ ଜଳସ୍ତର ହ୍ରାସ: ୩୦୦ ଫୁଟ୍‌ ଖନନ ପରେ ବି ପାଣି ନାହିଁ

ବଲାଙ୍ଗୀର: ବଲାଙ୍ଗୀର ସହରର ଭୂତଳ ଜଳ ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ସହରର ମଧୢସ୍ଥଳରେ ଥିବା ପଡ଼ାଗୁଡ଼ିକରେ ବୋର୍‌ୱେଲରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। କିଛି ଲୋକ ସଦ୍ୟ ଖୋଳିଥିବା ବୋର୍‌ୱେଲରୁ ଏଭଳି ଚିତ୍ର ସାମ୍‌ନାକୁ ଆସିଛି। ପ୍ରାୟ ୩ ଶହ ଫୁଟ୍‌ ଗଭୀର ଯାଏଁ ଖନନ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥାନା ଅନ୍ତର୍ଗତ କେସେରକେଲା ଗାଁର ଏକ କ୍ଷେତ କଡ଼ରେ ଥିବା ଗଛତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରିଗୁଭା ଗାଁର ସଂଯୁକ୍ତା ମହାନନ୍ଦ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସେ ବରିଗୁଭା ଗାଁରୁ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଦୁର୍ଘଟଣାରେ ମହିଳା, ମନ୍ଦିର ପୂଜକ ମୃତ, ୨ ଗୁରୁତର

ଡୁଡୁକା: ବଲାଙ୍ଗୀର ଜିଲ୍ଲାର ଡୁଡୁକା ଅଞ୍ଚଳରେ ଭିନ୍ନଭିନ୍ନ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାରେ ଲୋଇସିଂହା-ଭରସୁଜା ରାସ୍ତାର କନ୍ଦାଜୁରୀ ବଜାର ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଆଗଲପୁର ପଞ୍ଚାୟତ ଇଂସା ଗ୍ରାମର ଶିବମନ୍ଦିର ପୂଜକ ଶଲ୍ୟ ଥନାପତି(୨୫ବର୍ଷ)ଙ୍କ…
ଅଧିକ ଖବର ଦେଖନ୍ତୁ...