ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ଯୁବକ ମୃତ

ବଲାଙ୍ଗୀର: ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ଗୋକୁଳ ବରିହାଙ୍କ ପୁଅ ତରୁଣ ବରିହା (୧୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ରାତିରେ ତରୁଣ ତାଙ୍କ ଘର ଛାତ ଉପରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ତଳକୁ ଓହ୍ଲାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦଙ୍କ ପରଲୋକ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗାଁର ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦ(୭୦ବର୍ଷ)ଙ୍କ ଶନିବାର ପରଲୋକ ଘଟିଛି। ସକା‌ଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବା ନାଁରେ ସାଢ଼େ ୮ ଲକ୍ଷ ଠକେଇ; ବାପ-ପୁଅ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ବିଭିନ୍ନ ଗାଁର ଯୁବକମାନଙ୍କୁ ସୁରକ୍ଷାକର୍ମୀ ଚାକିରି କରାଇ ଦେବା ନାଁରେ ୮ଲକ୍ଷ ୬୦ ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କରଙ୍ଗାମାଲ ଗାଁର ବେଣୁଧର ଜଗତ (୪୭ବର୍ଷ) ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ହେଲା ଶିଶୁକନ୍ୟା: ପାଇଖାନାରେ ନବଜାତକକୁ ଫିଙ୍ଗି ମା’ ଫେରାର, ଗୁରୁତର ଅବସ୍ଥାରେ ଉଦ୍ଧାର

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ମା’ ନିଜ ଜନ୍ମିତ ଶିଶୁକନ୍ୟାକୁ ପାଇଖାନା ଭିତରେ ଫିଙ୍ଗି ଦେଇ ଫେରାର ହୋଇଛି। ନବଜାତ ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ଉଦ୍ଧାର କରି ସ୍ପେସିଆଲ ନିଉ ବର୍ନ କେଆର ୟୁନିଟରେ ଭର୍ତ୍ତି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନେତାଙ୍କୁ ପୁଣି ବିରୋଧ; ଟିଟିଲାଗଡ଼ରେ ୩ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ

ବଲାଙ୍ଗୀର/ଟିଟିଲାଗଡ଼: ତିନି ଦିନ ପରେ ବିଜେଡି ନେତାଙ୍କୁ ପୁଣି ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ଶନିବାର ଅପରାହ୍‌ଣରେ କଳାପତାକା ପ୍ରଦର୍ଶନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପରାସରା ଗାଁରେ ଯୁବ କଂଗ୍ରେସ କର୍ମକର୍ତ୍ତାମ‌ାନେ…
ଅଧିକ ଖବର ଦେଖନ୍ତୁ...

ନିମ୍ନ ସୁକତେଲ ପ୍ରକଳ୍ପ: ବିନା ନୋଟିସରେ ବିସ୍ଥାପିତଙ୍କ ଘରଭଙ୍ଗା ମାମଲା

ବଲାଙ୍ଗୀର: ବଲାଙ୍ଗୀର ନିମ୍ନ ସୁକତେଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ନେଇ ବହୁ ଅଭିଯୋଗ ଆସୁଥିବା ବେଳେ ଏବେ ଏହି ମାମଲା ଜାତୀୟ ଏସ୍‌ଟି କମିସନଙ୍କ ପାଖରେ ମଧ୍ୟ ବିଚରାଧୀନ ରହିଥିବା ଜଣାଯାଇଛି। କମିସନରେ ହୋଇଥିବା ମାମଲାର ଶୁଣାଣି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶୁଣିଲେନି ସରକାର: ଏବେ ଭଗବାନ ଭରସା; ହୋମଯଜ୍ଞର ଆଶ୍ରୟ ନେଲେ ଆୟୁଷ ଛାତ୍ରଛାତ୍ରୀ

ବଲାଙ୍ଗୀର: ଆୟୁଷ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସଂଖ୍ୟା ବୃଦ୍ଧିକୁ ନେଇ କରାଯାଉଥିବା ଆନ୍ଦୋଳନକୁ ଇତିମଧ୍ୟରେ ୮ଦିନ ପୂରିଛି। ତଥାପି ସରକାର ସେମାନଙ୍କ ଦାବି ପ୍ରତି ଆଖି ବୁଜିଦେଇଥିବା ବେଳେ ଆୟୁଷ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନସ୍ଥଳରେ ହୋମଯଜ୍ଞର ଆୟୋଜନ କରି ଭଗବାନଙ୍କୁ ଡାକିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

କଳାବ୍ୟାଜ୍‌ ପିନ୍ଧିଲେ ନର୍ସିଂ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫନର୍ସମାନେ ସେମାନଙ୍କ ପ୍ରତି ସରକାରଙ୍କ ଅଣଦେଖା ବିରୋଧରେ କଳାବ୍ୟାଜ୍‌ ପରିଧାନ କରିଛନ୍ତି। ନର୍ସମାନଙ୍କ ପକ୍ଷରୁ ରୋଗୀସେବା ଜାରି ରହିଥିବା ବେଳେ ସେମାନଙ୍କ ୧୨ ଦଫା ଦାବିକୁ ସରକାର ଅଣଦେଖା କରୁଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ୯ ମାସ ପରେ ଫେରାର ସ୍ବାମୀ ଗିରଫ

ତୁଷୁରା/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମକୁନ୍ଦପର ପଞ୍ଚାୟତ ରୁଗୁଡ଼ିପାଲି ନିକଟ ଏକ ବିଲରୁ ୯ ମାସ ତଳେ ଜୟନ୍ତୀ ଅମାତ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେତେବେଳେ ମୃତ ମହିଳାଙ୍କ ବାପା ଲିଙ୍ଗ ମେର୍ଲି ଝିଅକୁ ତାଙ୍କ ଜ୍ବାଇଁ ଛତାପିପଲ ଗାଁର ଗଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...