ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ; ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ଅର୍କେଶ-ଅଦ୍ରିଜା ବିବାଦ: ପ୍ୟାଲେସ୍‌ର ସବୁ ଗେଟ୍‌ରେ ତାଲା, ନିରାଶ ‌ହୋଇ ଫେରିଆସିଲେ ଅଦ୍ରିଜା

ବଲାଙ୍ଗୀର: ବଲାଙ୍ଗୀର ରାଜ ପରିବାରର ବହୁଚର୍ଚ୍ଚିତ ଅର୍କେଶ- ଅଦ୍ରିଜା ବିବାଦ ଶନିବାର ପୁଣି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ଅନଙ୍ଗ ଉଦୟ ସିଂହଦେଓଙ୍କ ପୁତ୍ରବଧୂ ଅଦ୍ରିଜା ଶନିବାର ନିଜ ବ୍ୟକ୍ତିଗତ ଜିନିଷପତ୍ର ନେବା ପାଇଁ ବଲାଙ୍ଗୀର ଆସି ବିଫଳ ହୋଇ ଫେରିଛନ୍ତି। ଶୈଳଶ୍ରୀ ପ୍ୟାଲେସ ଯାଇ…
ଅଧିକ ଖବର ଦେଖନ୍ତୁ...

ଚାକିରି ଲୋଭରେ ଘର ଛାଡ଼ିଥିଲେ ଭଦ୍ରକର ଯୁବତୀ: ବଲାଙ୍ଗୀରରୁ ଉଦ୍ଧାର ହେଲେ

ବଲାଙ୍ଗୀର: ସହଜ ଚାକିରି ଲୋଭ ଅନେକ ଯୁବକ ଯୁବତୀଙ୍କୁ ନେଟୱର୍କିଂ ବ୍ୟବସାୟକୁ ଟାଣି ଆଣୁଛି। ଯୁବକ ଯୁବତୀ ଚାକିରି ଲୋଭରେ ଘର ଛାଡୁଛନ୍ତି।  ଏଭଳି ଏକ ଘଟଣାରେ ଶୁକ୍ରବାର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳର ଜଣେ ଝିଅକୁ ବଲାଙ୍ଗୀରରୁ ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲାର ଏହି ଝିଅ ୫…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ପରିସରରୁ ଚୋରି ଘଟଣା: ୫ ଅଭିଯୁକ୍ତ ଜେଲ୍‌ ଗଲେ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦର ମହକୁମାସ୍ଥିତ ନିର୍ମାଣାଧୀନ ଡାକ୍ତରଖାନା ପରିସରରୁ ଗତମାସ ୨୬ ତାରିଖ ଦିନ ଚୋରି ହୋଇଥିଲା। ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ମୁରିବାହାଲ ବଜାରପଡ଼ାର ରମାକାନ୍ତ ଭୋଇ (୨୩ବର୍ଷ), ଗୁଡ୍ଡୁ ତାଣ୍ଡି (୨୪ବର୍ଷ),…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ସାର୍ଟିଫିକେଟ ମାମଲାରେ ଅଟକ ଶିକ୍ଷୟିତ୍ରୀ ଗିରଫ, ଅନ୍ୟ ୩ ସନ୍ଦିଗ୍ଧ ଶିକ୍ଷକ ଫେରାର୍‌

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଅଟକ ଥିବା ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ ରଣ୍ଡା ଉନ୍ନୀତ ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଗିରଫ ହୋଇଛନ୍ତି। ଗୁରୁବାର ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୫ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ଯୋଜନା ବିଫଳ ହୋଇଛି। ଏହି ମାମଲାରେ ପୁଲିସ ୫ଜଣଙ୍କୁ ରେଳ ଷ୍ଟେସନ ଅଞ୍ଚଳରୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ଵଜିତ ମହାନନ୍ଦ, ସିଦ୍ଧାନ୍ତ ଖୁରା, ବିକାଶ ସାହୁ, ସାଗର ସେତୁଆଲ ଏବଂ ରବୀନ୍ଦ୍ର ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ସାର୍ଟିଫିକେଟ ମାମଲା: ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ମାମଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା ପୁଇଁତଳା ବ୍ଲକର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ବୋଲି  ସୂଚନା ମିଳିଛି। ଏନେଇ ପୁଲିସ ଅଧିକ ତଥ୍ୟ ଦେଇନାହିଁ। ଘଟଣାର ଅଧିକ ତଦନ୍ତ ଚାଲିଛି। ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ…
ଅଧିକ ଖବର ଦେଖନ୍ତୁ...

ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣା: ଗିରଫ ହେଲେ ହାଇସ୍କୁଲର ସଭାପତି

କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। …
ଅଧିକ ଖବର ଦେଖନ୍ତୁ...

ଦେବୀଙ୍କ କୋପ! ବଲାଙ୍ଗୀର ଜାମସର ଗାଁରେ ବରଯାତ୍ରୀ ମନା

ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଗାଁର କେହି ବର ଶୋଭାଯାତ୍ରା କରନ୍ତି ନାହିଁ। ଗାଁର କୌଣସି ଯୁବକ ବାହା ହେଲେ ବରଯାତ୍ରୀ ଶୋଭାଯାତ୍ରାରେ ଯାଆନ୍ତି ନାହିଁ କି ଗାଁର କୌଣସି ଝିଅ ବାହାହେଲେ ସେ ଗାଁରୁ ବର ଶୋଭାଯାତ୍ରାରେ ଆସେ ନାହିଁ। ଏହି ନିୟମ ପିଢ଼ି ପରେ ପିଢ଼ି ପାଳନ କରି ଆସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅର୍ଥାଭାବରୁ ଗାଁକୁ ଆସିପାରିଲାନି ଶ୍ରମିକଙ୍କ ଶବ: ଅହମଦାବାଦରେ ହେଲା ଶେଷକୃତ୍ୟ

ସଇନ୍ତଳା: ଗୁଜରାଟର ଅହମ୍ମଦାବାଦକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଶିଶ‌କେଲା ଗାଁର ଶ୍ରମିକ ଅନିଲ ରଣା (୩୭)ଙ୍କ ଗୁଜରାଟର ଅହମଦାବାଦରେ ମୃତ୍ୟୁ ହୋଇଛି। ଅର୍ଥାଭାବ ଯୋଗୁ ତାଙ୍କ ପରିବାର ଲୋକେ ସେଠାରୁ ତାଙ୍କ ଶବ ଗାଁକୁ ଆଣି ପାରିନାହାନ୍ତି। ଫଳରେ ସାଥୀ…
ଅଧିକ ଖବର ଦେଖନ୍ତୁ...