ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜେଲ୍‌ ଗଲା ଅଭିଯୁକ୍ତ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏହି ଥାନା ଅନ୍ତର୍ଗତ ବାରବନ୍ଧ ବେହେରାଖାଇ ଗାଁର ବିବାହିତ ଯୁବକ ମିଥୁନ ଭୋଇ (୨୪)କୁ ଜେଲ୍‌ ହାଜତକୁ ପଠାଇଛି। ପୁଲିସର ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ସୁଦପଡ଼ାଠାରେ ଜଣେ ବୃଦ୍ଧ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତବ୍ୟକ୍ତି ଜଣକ କଂସାରିପଡ଼ାର ତପନ ରାଉତ (୭୯ ବର୍ଷ) ବୋଲି ଜଣାପଡ଼ିଛି। ତପନଙ୍କ ସ୍ତ୍ରୀ’ଙ୍କର ଗତ ୨ମାସ ତଳେ ପରଲୋକ ହୋଇଥିଲା। ସ୍ତ୍ରୀ’ଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି: ରାସ୍ତାରୋକ, ବିଇଓଙ୍କୁ ଦାବିପତ୍ର

ବେଲପଡ଼ା:ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଘାଗୁର୍ଲି ନୋଡାଲ ୟୁପିସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଷମା ପାଣିଗ୍ରାହୀଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଘାଗୁର୍ଲି ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଏଥିସହ ବେଲପଡ଼ା ବିଇଓଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଟାଣୁଥିଲା ନାବାଳକ ପୁତୁରା, ମନା କରିବାରୁ ଦାଦାଙ୍କୁ ଛୁରାମାଡ଼ କରି ଫେରାର ହୋଇଗଲା

ପାଟଣାଗଡ଼: ଗଂଜେଇ ଟାଣୁଥିବା ନାବାଳକ ପୁତୁରାକୁ ତାଗିଦ୍‌ କରିବାକୁ ଯାଇ ଦାଦା ଆକ୍ରମଣର ଶିକାର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ପୁତୁରାର ଛୁରାମାଡ଼ରେ ଦାଦା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତଙ୍କ ଠାରୁ କୌଶଳ କ୍ରମେ ଖସି ଆସିଲେ; ରାଜଧାନୀରୁ ନିଖୋଜ ୨ ଛାତ୍ର ଟିଟିଲାଗଡ଼ରୁ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି…
ଅଧିକ ଖବର ଦେଖନ୍ତୁ...

ଚିଟକାମାଲ କ୍ରସରରେ ବଜ୍ରପାତ ଯୋଗୁଁ ଶ୍ରମିକ ମୃତ, ଉତ୍ତେଜନା

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଚିଟକାମାଲ ଠାରେ ଥିବା କ୍ରସର ରେ କାମ କରୁଥିବା ଶ୍ରମିକଙ୍କ ବଜ୍ରପାତରେ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ତେବେ ମ୍ରୁତ ଦେହର ଶବ ବ୍ୟବଚ୍ଛେଦ କରାଇ ନ ଦେବା ମ୍ରୁତକ ଙ୍କ ବାପା ଜିଦ ରେଥିବାଓ ହଟ୍ଟଗୋଳ କରିବାରୁ ପୁଲିସକୁ ଲିଖିତ ଆକାରରେ ଦେଇ ମ୍ରୁତ ଦେହ ନେଇଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

ବଲାଙ୍ଗୀର: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବଲାଙ୍ଗୀର ପୋକ୍ସ କୋର୍ଟ ବିଚାରପତି ଗୋପବନ୍ଧୁ ଗଡନାୟକ ୨୦  ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ଅସ୍ଥାୟୀ ବନ୍ଧରୁ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

ବଲାଙ୍ଗୀର: ବଲାଙ୍ଗୀର ଠାରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। କଂକ୍ରିଟ ଡ୍ୟାମର କିଛି ଦୂରରେ ଥିବା ଏହି ମାଟି ବନ୍ଧରେ ୯ ମିଟର ପାଣି ରହିବାର କ୍ଷମତା ଥିବା ବେଳେ ଏଥିରେ ୬ ମିଟରରୁ ଅଧିକ ବନ୍ୟା ଜଳ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କୁ କୋଦାଳରେ ହାଣି ଫେରାର ମାରୁଥିଲା ସ୍ବାମୀ; ଅଭିଯୁକ୍ତକୁ କାବୁ କଲେ ମହିଳାଙ୍କ ବାପଘର ଲୋକେ

ପାଟଣାଗଡ଼: କପାଆଟ (କପାଚାଷ ଜମି)ରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କୁ ନୃଶଂସ ଭାବେ ଆକ୍ରମଣ କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବବିତା କଅଁର। ତେବେ ସ୍ତ୍ରୀଙ୍କୁ ଆକ୍ରମଣ କରି…
ଅଧିକ ଖବର ଦେଖନ୍ତୁ...

ଗାଁକୁ ମାଡ଼ିଯିବ ପାଣି, କିନ୍ତୁ କ୍ଷତିପୂରଣ ଅଧୁରା; କାହା ସ୍ବାର୍ଥ ପାଇଁ ୨୫ ଗୁଣ ବଜେଟ୍‌ ବଢ଼ିଲା

ଭୁବନେଶ୍ବର : ଚାଷ ଜମିକୁ ମାଡ଼ି ଆସିଲାଣି ପାଣି, ଯେକୌଣସି ମୁହୂର୍ତ୍ତରେ ଘରେ ପଶିଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଢ଼େ ୧୦ ଏକର ଜମି ଏବଂ ମୂଲ୍ୟବାନ ଗଛର ଟଙ୍କା ଦେଇନାହିଁ ପ୍ରଶାସନ। ଜମି କ୍ଷତିପୂରଣ ଟଙ୍କା ଦେବାକୁ ଯଦି ପ୍ରଶାସନ ଏତେ ବିଳମ୍ବ କରୁଛି, କେଉଁ ଭରସାରେ ଘର ଛାଡ଼ି…
ଅଧିକ ଖବର ଦେଖନ୍ତୁ...