ତଣ୍ଟିକାଟି ଯୁବକଙ୍କୁ ହତ୍ୟା

ଟିଟିଲାଗଡ଼/ମୁରିବାହଲ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ତଥା ମୁରିବାହାଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ରୋମାଞ୍ଚଳ ରଣା(୩୫) ନାମକ ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ଗାଁ ନିକଟ ଏକ ଜମିରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ପୁଲିସ ଏକ ହତ୍ୟା ମାମଲା ରୁଜୁ ତଦନ୍ତ କରୁଛି। ଗୁରୁବାର ସକାଳେ ତେନ୍ତୁଳିଖୁଣ୍ଟି ଗାଁ ନିକଟ ରେଳଲାଇନ କଡ଼ରେ ଥିବା ଏକ ଜମିରେ ରୋମାଞ୍ଚଳଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର