ବାଲେଶ୍ୱର: ହାତୀପଲର ଚଳପ୍ରଚଳ ଯୋଗୁଁ ଜଳେଶ୍ୱରରେ ଅଟକିଲା ହାଓ୍ଵଡା-ମହୀଶୂର ଏକ୍ସପ୍ରେସ୍‌

ବାଲେଶ୍ୱର: ଜିଲ୍ଲାର ରାଇବଣିଆ ଅଂଚଳକୁ ମଙ୍ଗଳବାର ପ୍ରାୟ ୧୦୦ ହାତୀ ମୁହାଁଇଥିବା ଜଣାପଡ଼ିଛି। ଫଳରେ ଜଳେଶ୍ୱର ଷ୍ଟେସନ୍‌ରେ ହାଓ୍ଵଡା-ମହୀଶୂର ଏକ୍ସପ୍ରେସ୍‌ ଓ ରାଜଘାଟ ଷ୍ଟେସନ୍‌ ଠାରେ ହାଓ୍ଵଡା-ସିମିଳିପାଳ ଏକ୍ସପ୍ରେସ୍‌ ଅଟକିଛି।

ସମ୍ବନ୍ଧିତ ଖବର