ବାଲେଶ୍ୱର ସବ୍‌-ରେଜିଷ୍ଟ୍ରି ଅଫିସରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ସବ୍‌-ରେଜିଷ୍ଟ୍ରି ଅଫିସରେ ଅଗ୍ନିକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ିନଥିଲେ ମଧ୍ୟ ଏହା ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ ଓ କମ୍ପ୍ୟୁଟର ପୋଡ଼ିଯାଇଥିବା ଜଣାପଡ଼ିଛ । ୨ଟି ଦମକଳ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଅବ୍ୟାହତ ରହିଛି ।

 

ସମ୍ବନ୍ଧିତ ଖବର