ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୨୨ ଜଣଙ୍କୁ ବ୍ୟାଙ୍କରେ ଚାକିରି, ଜଣକୁ ଡିଲରସିପ୍‌ କରାଇଦେବାକୁ କହି ୨ କୋଟି ଠକି ଧରାପଡ଼ିଲେ ଯୁବକ

ସୋର: ବିଭିନ୍ନ ପ୍ରକାର ଆଳ ଦେଖାଇ ଜଣେ ଯୁବକ ବାଲେଶ୍ବର ଜିଲ୍ଲା ସୋର ଅଂଚଳର ଲୋକଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି। ଏନେଇ ସୋର ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍ ହେଉଛି ହାତୀ ପାଣି ପିଇବା ଦୃଶ୍ୟ; ଖୁସି ବ୍ୟକ୍ତ କଲେ ପରିବେଶବିତ୍

ଜଳେଶ୍ଵର: ଗତ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଥିବା ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାରୁମୁଳା ପଞ୍ଚାୟତର କଦମଶୁଳ ଗ୍ରାମରେ ହାତୀ ପାଣି ପିଉଥିବାର ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ବିଶେଷ କରି ପରିବେଶ ତଥା ଜଙ୍ଗଲ ଓ…
ଅଧିକ ଖବର ଦେଖନ୍ତୁ...

ଘୂରି ବୁଲିଛି ପର୍ଶୁରାମଙ୍କ ନଁାରେ ଚିଠି: ‘ବିଜେପି ମୋତେ ପ୍ରାର୍ଥୀ ଭାବେ ଗ୍ରହଣ କରୁ’

ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିରୋଧର ସମ୍ମୁଖୀନ ହେଉଛନ୍ତି। ନେତା ଓ କର୍ମୀମାନେ ପ୍ରାର୍ଥୀ ବଦଳାଇବା ପାଇଁ ଅଡ଼ି ବସିଛନ୍ତି। ଏପରିସମୟରେ ଟିକେଟରୁ ବଞ୍ଚିତ ହୋଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଅନ୍ୟ ଉପାୟ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କେନ୍ଦ୍ରରେ ଜୀବନ ହାରିଲେ କର୍ମୀ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ କର୍ମୀ ହେଲେ ଗ୍ରାମର ସବିତା ମହାନ୍ତି(୪୦)। ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଉଡ଼ିଗଲା ପ୍ରାଣବାୟୁ

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା ନିକଟରେ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ମହିଳାଙ୍କ ସଲିଳ ସମାଧି

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମରେ ଥିବା ଚନ୍ଦନ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୫୫ ବର୍ଷୀୟ ମହିଳାଙ୍କ ସଲିଳ ସମାଧି ହୋଇଯାଇଛି। ମୃତ ମହିଳା ବଡ଼ମନ୍ଦାରୁଣୀ ଗ୍ରାମର ଯଦୁନାଥ ମିର୍ଦ୍ଧାଙ୍କ ସାନ ଭଉଣୀ ଜାନିଆ। ଜାନିଆ ଗତ ୧୯ ତାରିଖରେ ଘରୁ…
ଅଧିକ ଖବର ଦେଖନ୍ତୁ...

୨ ଦଶନ୍ଧି ପରେ ପାଣିଗ୍ରାହୀ ପରିବାରର ଟିକେଟ କଟିଲା: ସିମୁଳିଆରେ ବିଜେଡିରୁ ସୁବାସିନୀ

ବାଲେଶ୍ବର: ଦୁଇ ଦଶନ୍ଧି ପରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ପାଣିଗ୍ରାହୀ ପରିବାର ହାତରୁ ବିଜେଡି ଟିକେଟ୍‌ କଟିଛି। ଏଠାରେ ଦଳରୁ ପ୍ରମୁଖ ଆଶାୟୀ ଥିବା ଶଶୀକୁମାର ସାହୁଙ୍କ ପତ୍ନୀ ସୁବାସିନୀ ସାହୁ (୪୯)ଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେଡି। ରାଜନୀତି…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚରୁ ବିଧାୟକ ପ୍ରାର୍ଥୀ: ବିଦ୍ୟାସ୍ମିତାଙ୍କ ଉପରେ ସୁନାକଳସ

ବାଲେଶ୍ୱର: ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରେମୁଣା ବିଧାନସଭା ଆସନରୁ ବିଦ୍ୟାସ୍ମିତା ମହାଳିକଙ୍କ ନାଁ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ଘୋଷଣା ପରେ ନିଜକୁ ବିଶ୍ବାସ କରି ପାରିନଥିଲେ ବିଦ୍ୟାସ୍ମିତା ଓ ତାଙ୍କ ସ୍ବାମୀ ଅଜୟ ମହାଳିକ। ଭାବପ୍ରବଣ ହୋଇ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ; ରୋକିପାରିଲେନି ଲୁହ, ସୁପ୍ରିମୋଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଦୁଇ ଦିନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପଞ୍ଚମ ପର୍ଯ୍ୟାୟରେ ଯେତେବେଳେ ପ୍ରାର୍ଥୀ ଘୋଷଣା କରିଥିଲା, ସେହି ସମୟରେ ଟିକେଟ ନପାଇ ପୂର୍ବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। କିନ୍ତୁ ଆଜି ବିଜେଡି ଜଣେ ମହିଳା ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...