ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଗୋଚାଲାଣ ପିକଅପ ଜବତ, ୧୧ ଗୋରୁ ଉଦ୍ଧାର

ନୀଳଗିରି: ନୀଳଗିରି ପୁଲିସ ଗତକାଲି ମଧ୍ୟରାତ୍ରିରେ କାହାଳିଆ ଅଞ୍ଚଳରେ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲା। ପିକଅପଟି ଦ୍ରୁତଗତିରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ପରେ ୧୧ଟି ଗୋରୁ ବୋଝେଇ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଦିନରେ ଜାରି ରହିଛି କମ୍ବିଂ ଅପରେସନ, ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ନୀଳଗିରି: କୂଳଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଧୀନ ଧାନଶୁଖା ପାହାଡ଼ ନିକଟରେ ସୋମବାର ରାତିରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ଦୁଇ ସବୁଜବାହିନୀ କର୍ମଚାରୀ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ବନବିଭାଗ , ନୀଳଗିରି ପୁଲିସ,ବରହମପୁର ପୁଲିସ ଓ ଶିମିଳିପାଳ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ବରରେ ୬୫ ଟିକିଆ ହାତୀପଲ: ଲୋକେ ଭୟଭୀତ

ଜଳେଶ୍ଵର: ଝାରଖଣ୍ଡର ଦଲମା ଜଙ୍ଗଲରୁ ଜଳେଶ୍ଵରର ରାଇବଣିଆ ଅଞ୍ଚଳକୁ ଗତକାଲି ରାତିରେ ପ୍ରବେଶ କରିଥିବା ୬୫ରୁ ଉର୍ଦ୍ଧ୍ବ ହାତୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି। ଶ୍ୟାମନଗର ପଞ୍ଚାୟତର କାଲାଯୋଡ଼ି ଜଙ୍ଗଲରେ ଏକ ୯ ଟିକିଆ ହାତୀପଲ ରହିଥିବା ବେଳେ ଅବିଶିଷ୍ଟ ରାଇବଣିଆ କାଜୁ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ନକଲି ଆର୍‌ଟିଓ ଓ ଏମ୍‌ଭିଆଇ: ଓଡ଼ିଶା ସୀମାନ୍ତରେ ଖୋଲିଥିଲେ ଜାଲି ଅଫିସ

ବାଲେଶ୍ୱର: ନକଲି ଆରଟିଓ ଓ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ସାଜି ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ୨ ଜଣ ଧୂର୍ତ୍ତ ଯୁବକଙ୍କୁ ଆଜି ବାଲେଶ୍ୱର ପୁଲିସ ବାନ୍ଧିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆରଟିଓ ସାଜିଥିବା ଯୁବକ ଜଣକ ଜଳେଶ୍ବର ଥାନା ଅଞ୍ଚଳର ତୁଷାର ରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ପଞ୍ଚଲିଙ୍ଗେଶ୍ବର ମନ୍ଦିର ହୁଣ୍ଡି କାଟି ଲୁଟି ନେଲେ ଦୁର୍ବୃତ୍ତ

ନୀଳଗିରି: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠର ଦାନହୁଣ୍ଡି କାଟି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ ଆଜି ସକାଳ ୭ ଟା ସମୟରେ ମନ୍ଦିର ଖୋଲା ହେବାରୁ ମନ୍ଦିରର କର୍ମଚାରୀମାନେ ହୁଣ୍ଡି ବାକ୍ସ କଟାଯାଇଥିବାର ଦେଖି…
ଅଧିକ ଖବର ଦେଖନ୍ତୁ...

୨ ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: କୁଲଡ଼ିହା ଅଭୟାରଣ୍ୟରେ ରକ୍ତଛିଟା

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଫୁଟିଲା ଗୁଳି। ଏହାର ଶିକାର ହୋଇଛନ୍ତି ଦୁଇଜଣ ବନ କର୍ମଚାରୀ। ଆହତ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ କୁଲଡ଼ିହା ରେଞ୍ଜ୍‌ ଅଧୀନ…
ଅଧିକ ଖବର ଦେଖନ୍ତୁ...

ଶିକାରୀ-ବନ କର୍ମଚାରୀ ମୁହାଁମୁହିଁ: କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି, ଦୁଇ ଗୁରୁତର

ବାଲେଶ୍ବର: ପୁଣି କୂଳଡିହା ଅଭୟାରଣ୍ୟରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ସେଠାରେଶିକାରୀ ଗୁଳିରେ ଦୁଇ ଆଣ୍ଟି ପୋଚିଂ ସ୍କ୍ବାର୍ଡର କର୍ମଚାରୀ ଗୁରୁତର,ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଫରେଷ୍ଟଗାର୍ଡ। ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମ ଙ୍କ…
ଅଧିକ ଖବର ଦେଖନ୍ତୁ...

୨୦୦ ଲିଟର ବେଆଇନ ମଦ ସହ ବାଇକ୍ ଜବତ, ଦୁଇ ଯୁବକ ଗିରଫ

ରୂପସା: ରୂପସା ଠାରେ୨୦୦ ଲିଟର ବେଆଇନ ମଦ ସହ ବାଇକ୍ ଜବତହୋଇଛି। ଏଥିସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ଆଜି ରୂପସା ଠାରେ ଚଢ଼ଉ କରାଯାଇ ବେଆଇନ ଦୁଇଶହ ଲିଟର ଦେଶୀ ମଦ ସହିତ ଦୁଇ ଯୁବକ ଏବଂ ବାଇକ ଜବତ କରିଥିବା ଜଣାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ରାତିରେ ୫ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ରେମୁଣା: ବାଲିପାଳରେ ମଙ୍ଗଳା ମନ୍ଦିର ଓ ହନୁମାନ ମନ୍ଦିର, କଣ୍ଟାବଣିଆ ଓ ଜୁଣୁଦାରେ ଶିବ ମନ୍ଦିର ଏବଂ ଘଷିପୁରାରେ ମଙ୍ଗଳା ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଅଢେ଼ଇ କିଲୋମିଟର ଦୂରତା ମଧ୍ୟରେ ଏହି ସମସ୍ତ ମନ୍ଦିର ରହିଛି। ସମସ୍ତ ମନ୍ଦିରରୁ ଠାକୁରଙ୍କ…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...