ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ସୋରରେ ସକ୍ରିୟ ହେଉଛନ୍ତି ଶିକାରୀ

ସୋର: ସକ୍ରିୟ ହେଉଛନ୍ତି ଶିକାରୀ। ବିପଦରେ ବନ୍ୟଜନ୍ତୁ। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତିକୁ ଆଡ଼କୁ ଚାଲିଆସୁଥିବା​ ଜନ୍ତୁମାନଙ୍କୁ ଶିକାର କରାଯାଉଛି। ସେହିପରି ଶିକାରୀମାନେ ଜଙ୍ଗଲରେ ପ୍ରବେଶ କରି ମଧ୍ୟ ଜନ୍ତୁମାନଙ୍କୁ ଶିକାର କରୁଛନ୍ତି। ଯାହାକୁ ନେଇ ବନ୍ୟଜନ୍ତୁ ପ୍ରେମୀ ଚିନ୍ତାବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ବସ୍ ଧର୍ମଘଟ ପ୍ରସଙ୍ଗ: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍‌, ବାଲେଶ୍ବରରେ ଗଡ଼ିବ ବସ୍‌

ଭୁବନେଶ୍ବର: ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ଘରୋଇ ମାଲିକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ପ୍ରତ୍ୟାହାର ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅପିଲ କରିଛନ୍ତି। ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ କରିବା ସହିତ ସହଯୋଗ କରିବାକୁ ଅନୁରୋଧ…
ଅଧିକ ଖବର ଦେଖନ୍ତୁ...

ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ; ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମୃତ, ମାଟିରେ ମିଶିଲା ଘର

ନୀଳଗିରି: ବ‌ାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପୁରୁଣାଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ମାଟିରେ ମିସିଲା ଘର ଓ ଗ୍ରୋସରି ଦୋକାନ। ଗୋଟିଏ ମୁହୂର୍ତ୍ତ ପାଇଁ ଭୂମିକମ୍ପ ଅନୁଭବ କଲେ ଆଖପାଖ ଲୋକେ। ସୂଚନା ମୁତାବକ ଉକ୍ତ ଗ୍ରାମର ହରିହର ବେହେରାଙ୍କ ଘରକୁ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଗ୍ୟାସଟାଙ୍କି ଫାଟି ଗ୍ରୋସରୀ ଦୋକାନରେ ନିଆଁ ଲାଗିଯାଇଥିବାବେଳେ ଏଥିରେ ୩ ଜଣ ଗୁରୁତର ହୋଇପଡିଛନ୍ତି । ମିଳିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ଗ୍ୟାସ ଟାଙ୍କିଟି…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ-ପୂର୍ବ ରେଳପଥ ପାଇଁ ୪ ନୂଆ ଟ୍ରେନ୍‌, ନୀଳଗିରିକୁ ଗଡ଼ିବ କେବେ?

ନୀଳଗିରି: ଗୋଟିଏ ପଟେ ଦକ୍ଷିଣ-ପୂର୍ବ ରେଳପଥ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪ଟି ନୂତନ ଯାତ୍ରୀବାହୀ ଟ୍ରେନ୍‌ ଦିଆଯାଇଛି। ଅନ୍ୟପଟେ ସମସ୍ତ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ସରିଥିଲେ ବି ଏଯାଏ ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ସମ୍ଭବ ହୋଇନି। ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଛୁଟି ନ ମିଳିବାରୁ ରାସ୍ତା ଉପରେ ଗାଡ଼ି ରଖି ପଳାଇଲେ ଡ୍ରାଇଭର୍‌

ସୋର: ସାଇବର୍‌ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ମାତ୍ର ରାସ୍ତାରେ ଡ୍ରାଇଭରମାନେ ସଚେତନତା ରଥକୁ ରଖି ପଳାଇ ଯାଇଛନ୍ତି। ତେବେ ଛୁଟି ନମିଳିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ସୋର ବ୍ଲକ୍‌ ଦହିସଡ଼ା ଓଭର୍‌ବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଆଜି…
ଅଧିକ ଖବର ଦେଖନ୍ତୁ...

ପାଠକଙ୍କୁ ଟାଣୁନି ଅସଜଡ଼ା ପାଠାଗାର: ନଷ୍ଟ ହେବାକୁ ବସିଛି ୩୦ ହଜାର ପୁସ୍ତକ; କମ୍ପ୍ୟୁଟର୍‌, ପ୍ରିଣ୍ଟର୍‌ ବି ଖତ ଖାଉଛି

ପ୍ରତିଯୋଗିତାମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଅବସର ବିନୋଦନ ଯାଏ, ସବୁ ସମୟରେ ପାଠାଗାରଟି ନିହାତି ଆବଶ୍ୟକ ଥାଏ। ଗୋଟିଏ ଅଞ୍ଚଳର ବୌଦ୍ଧିକ ପରିଚୟ ହେଉଛି ସେଠାକାର ପାଠାଗାର। ସେଥି ପାଇଁ ବହୁ ବର୍ଷ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଠାଗାର ନିର୍ମାଣ କରାଯାଇଥିଲା। ଏବେ ସୂଚନା ଓ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଚଢ଼ଉ: ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ

ବାଲେଶ୍ବର: ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ଉ କରି ପ୍ରାୟ ୪୧ ହଜାର ଲିଟର ପୋଚ ଜବତ କରିଛି। ଜବତ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବସଷ୍ଟାଣ୍ଡରୁ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବାଲେଶ୍ୱର: ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ବାଲେଶ୍ଵର ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡ ଠାରେ ଗଞ୍ଜେଇ ଭର୍ତ୍ତି ୬ଟି ଏୟାରବ୍ୟାଗକୁ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ଅଞ୍ଚଳର ତାଳୁ ବିଶ୍ୱାସ(୪୫), ସ୍ଵାଧୀନ ମଣ୍ଡଳ(୪୫)…
ଅଧିକ ଖବର ଦେଖନ୍ତୁ...

ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଅବ୍ୟବସ୍ଥା: ୭ ମାସ ହେଲା କର୍ମଚାରୀଙ୍କୁ ଦରମା ଦେଉନି ଠିକାସଂସ୍ଥା

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚେନ୍ନାଇର ଟେକ୍‌ମେଡ ହେଲ୍‌ଥ କେୟାର ନାମକ ଏକ ସଂସ୍ଥା ଅଧୀନରେ ଚାଲିଥିବା କେନ୍ଦ୍ରୀୟ ‌ରୋଗ ନିରୂପଣ ଓ ଗବେଷଣା କେନ୍ଦ୍ରର ଦୁଇଟି ଗୃହରେ ଜିଲ୍ଲ‌ାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଫକୀରମୋହନ ‌ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...