ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ନବଦମ୍ପତିଙ୍କୁ ୫ କିଲୋ ବିଲାତି ଉପହାର

ନୀଳଗିରି: ବିଲାତି ଦର ଆକାଶଛୁଆଁ। କିଛିଦିନ ତଳେ ଏହା କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ ବିଲତି ଉପହାର ଦେଇଛନ୍ତି। ଘଟଣାଟି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ୭ କର୍ମଚାରୀ ନିଲମ୍ବିତ

ବାଲେଶ୍ବର/ବାହାନଗା: ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ମିଶାଇ ମୋଟ ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବୁଧବାର ବାଲେଶ୍ବର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ର ସୂଚନା…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ…
ଅଧିକ ଖବର ଦେଖନ୍ତୁ...

ଫକୀରମୋହନ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରି ଓଡ଼ିଆରେ ନିଜ ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...

ସୋରରେ ସାପ ଆତଙ୍କ: ୨୪ ଘଣ୍ଟାରେ ୨ ମୃତ, ୬ ଗୁରୁତର

ସୋରଢ: ସୋର ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ସାପ କାମୁଡ଼ିଥିବା ବେଳେ ଜଣେ ଶିଶୁକନ୍ୟା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଲାଲମୋହନ ସିଂ’ଙ୍କ ପରିବାର ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ଆଜି ସକାଳେ ତାଙ୍କର ୨ ମାସର…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ବର୍ଷରେ ୨୦୫ ଜଣଙ୍କ ମୁଣ୍ଡ ନେଲାଣି ସାପ

ବାଲେଶ୍ବର: ଅଢ଼େଇ ବର୍ଷରେ ୨୦୫ ଜଣଙ୍କ ମୁଣ୍ଡ ନେଲାଣି ସାପ। ଏହାଛଡ଼ା ପ୍ରତିବର୍ଷ ଶତାଧିକ ଲୋକ ସର୍ପ ଦଂଶନର ଶିକାର ହେଉଛନ୍ତି। ତେ​ବେ ବାଲେଶ୍ବର ଭଳି ଶିକ୍ଷିତ ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁସଂଖ୍ୟା ବଢ଼ିବା ପଛରେ ସଚେତନତା ଅଭାବ ଓ ଅନ୍ଧବିଶ୍ବାସକୁ ଏକ ବଡ଼ କାରଣ ଭାବେ ଦର୍ଶାଯାଉଛି।…
ଅଧିକ ଖବର ଦେଖନ୍ତୁ...

‘ସଫଳ ହେବା ପାଇଁ ବଡ଼ ସ୍ବପ୍ନ ଦେଖ’

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ମହାମହିମ୍ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରି ଓଡ଼ିଆରେ ନିଜ…
ଅଧିକ ଖବର ଦେଖନ୍ତୁ...

ବାପଛେଉଣ୍ଡ ଭାଇଭଉଣୀଙ୍କ ଦୁଃଖ ଶୁଣିବ କି ପ୍ରଶାସନ?

ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମର ରତ୍ନାକର ଦାସ ରୋଗର ଶିକାର ହୋଇ ୨୦୨୦ ମସିହାରେ ଆଖି ବୁଜିଥିଲେ। ଘରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ପରିବାର ଚଳିବା କଷ୍ଟକର ହେଲା। ଏପରି ସମୟରେ ମାଟ୍ରିକ୍‌ ପରୀକ୍ଷାରେ ୯୬…
ଅଧିକ ଖବର ଦେଖନ୍ତୁ...

ବ୍ୟାପୁଛି ଆଖିଧରା ରୋଗ: ରୋଗୀଙ୍କୁ ଲୁଟୁଛନ୍ତି ଚଷମା ଓ ଔଷଧ ଦୋକାନୀ

ସୋର: ରାଜ୍ୟରେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ସବୁ ବର୍ଗର ଲୋକଙ୍କୁ ଏହି ରୋଗ ହେଉଛି। ଆଖିଧରା ରୋଗ ହେଲେ ପ୍ରଥମେ ଆଖିରେ କିଛି ପଡ଼ିବା ପରି ଅନୁଭବ ହୋଇଥାଏ। ପରେ ଆଖି ଲାଲ୍‌ ଦେଖାଯିବା ସହ ଫୁଲିଯାଏ। ସେହିପରି ଆଖିରୁ ପାଣି ଗଡ଼େ। ବିନ୍ଧା ହେବା ସହ ଝାପ୍‌ସା ଦେଖାଯାଏ। ଖରାକୁ…
ଅଧିକ ଖବର ଦେଖନ୍ତୁ...

ଘରୋଇ ଆବାସିକ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଏକ ଘରୋଇ ଆବାସିକ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ସେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଗତ ବିଳମ୍ବିତ ରାତିରେ କଲେଜ କ୍ୟାମ୍ପସରେ ଥିବା ଛାତ୍ରୀନିବାସରେ ଏପରି ଅଘଟଣ ଘଟିଛି। ମୃତ ଛାତ୍ରୀଜଣଙ୍କ…
ଅଧିକ ଖବର ଦେଖନ୍ତୁ...