ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପଲିଥିନ୍‌ ଘେରା ଭଙ୍ଗା ଘରେ ଅସହାୟ ସୁବର୍ଣ୍ଣା: ଭିକ ମାଗିଲେ ଚୁଲି ଜଳୁଛି, ଅନ୍ୟ ଭରସାରେ ଦୁଇ ପିଲା

ସୋର: କେତେ ସ୍ବପ୍ନ ଦେଖି ବିବାହ କରିଥିଲେ। ବିବାହ ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଜୀବର ଗୋଟିଏ ଝଂଜା ସବୁକିଛି ଉଜାଡ଼ି ଦେଇ ଚାଲିଗଲା। ସ୍ବାମୀ ହାତ ଛାଡ଼ି କେଉଁଆଡ଼େ ଚାଲିଗଲେ। ଘରର ଅବସ୍ଥା ଦୁର୍ବିସହ ହୋଇପଡ଼ିଲା। ସରକାରୀ ସହାୟତାଠାରୁ ଅନେକ ଦୂରରେ ରହିଯାଇଥିବା ମହିଳା ଜଣକ ଏବେ…
ଅଧିକ ଖବର ଦେଖନ୍ତୁ...

ପୁରୁଣା କଳିରୁ ମରଣାନ୍ତକ ଆକ୍ରମଣ: ଅଟୋ ଚାଳକ ଗୁରୁତର, ମୁଖ୍ୟ ଅଭିଯୁକ୍ତ ଫେରାର

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ତୁଡ଼ିଗଡ଼ିଆ ବଜାରରେ  ଗଣ୍ଡଗୋଳ ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ଅଟକ ଅଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୂଚନା ମୁତାବକ; ଶନିବାର ଦିନ ଖଇରା…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ପରେ ବି ଫେରିଲେନି ଶ୍ରୀନିବାସ: ପ୍ରଥା ଅନୁସାରେ ହେଲା ଅନ୍ତ୍ୟେଷ୍ଟିକ୍ରିୟା

କମର୍ଦ୍ଦା(ନରନାରାୟଣ ମିଶ୍ର): ଶ୍ରୀନିବାସ ଦେ ବଞ୍ଚିଛନ୍ତି, ନା ମୃତ; କେହି ଜାଣନ୍ତିନି। ୧୦ ବର୍ଷ ହେଲା ତାଙ୍କୁ ଖୋଜି ଖୋଜି ପରିବାର ଲୋକ ନୟାନ୍ତ। ତେବେ ଶେଷରେ ବ୍ରାହ୍ମଣଙ୍କ ପରାମର୍ଶ ନେଇ ହିନ୍ଦୁ ରୀତିନୀତି ଅନୁସାରେ ପରିବାର ଲୋକ ଶ୍ରୀନିବାସଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ସୋରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ରୋଗୀ

ସୋର: ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା। କିଏ ରୋଗୀଙ୍କ ନାମରେ ଟିକେଟ୍‌ କାଟୁଛି ତ ଆଉ କିଏ ପ୍ରେସ୍‌କ୍ରିପ୍‌ସନ୍‌ରେ ରୋଗୀଙ୍କ ନାମ ଲେଖିବା ସହ ରକ୍ତଚାପ ଓ ଓଜନ ମାପୁଛି। ସବୁଠୁ ବଡ଼କଥା ହେଲା, ସ୍ବାସ୍ଥ୍ୟ କର୍ମଚାରୀଙ୍କ ବ୍ୟତିରେକ ଅନ୍ୟ କେହି ସ୍ବାସ୍ଥ୍ୟସେବା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର ଉପତ୍ୟକା ‘ମଛୁଆ ପଥର ଖାଦାନ’

ନୀଳଗିରି: ସମ୍ପତ୍ତି ପାଇଁ ନୀଳଗିରି ବ୍ଲକ୍‌ କାଂଶ ପଞ୍ଚାୟତ ଅଧୀନ କାଂଶ ଗ୍ରାମର ବିଜୟ ରାଉତ ତାଙ୍କ ପତ୍ନୀ କାବେରୀ ରାଉତ ଏବଂ ୫ ଜଣ ସୁପାରିକିଲର୍‌ଙ୍କ ସାହାଯ୍ୟରେ ସାନଭାଇ ଭବାନୀ ରାଉତଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଭବାନୀଙ୍କ ସାଙ୍ଗ ସଂଜୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ବସ୍ତରୀୟ ହେବ ବାଲେଶ୍ବର ରେଳଷ୍ଟେସନ, ୧୯୭ କୋଟି ଟଙ୍କା ମଞ୍ଜୁର

ବାଲେଶ୍ବର: ବାଲେଶ୍ବରରେ ବିଶ୍ବସ୍ତରୀୟ ରେଳଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଛନ୍ତି। ପାରମ୍ପରିକ ବାଲେଶ୍ବର ସ୍ଥାପତ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ଏହି ଷ୍ଟେସନର ଡିଜାଇନ ପ୍ରସ୍ତୁତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ୨୩ଦିନରେ: ୩ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

କଟକ/ବାରିପଦା/ସୁନ୍ଦରଗଡ଼: ବିଭିନ୍ନ ଦାବି ନେଇ ପ୍ରାଣୀଚିକିତ୍ସକମାନେ ୨୩ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ସାରା ରାଜ୍ୟରେ ତାତିଲେଣି ପଶୁପାଳକ ଓ ପଶୁପ୍ରେମୀ। ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ଓ ପ୍ରତିବାଦ ହୋଇଛି। କେଉଁଠି ମଲା କୁକୁଡା ରଖି ତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ନୟନଜୋରିରେ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଳେଶ୍ଵର: ୧୬ ନମ୍ବର ଜାତୀୟ ରାଜପଥ ନୟନଜୋରିରୁ ଅଖା ମଧ୍ୟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରେଇ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଜଳେଶ୍ଵର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ଚାଞ୍ଚଲ୍ୟ: ଖାଦାନ ପାଣିରୁ ୨ ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗ୍ରାମର ଦୁଇଜଣ ଯୁବକ ଚାରିଦିନ ହେବ ନିଖୋଜ ଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ନୀଳଗିରି ବ୍ଲକ୍‌ ମଛୁଆ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଖାଦାନ ନିକଟରୁ ଯୁବକଙ୍କ ଜୋତା ଓ ଗାଡ଼ି ଉଦ୍ଧାର ହେବା ସହ ସେଠାରେ ରକ୍ତଛିଟା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର: ଗୋଟିଏ କକ୍ଷରେ ପାଠ ପଢ଼ୁଛନ୍ତି ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ରେ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ସ୍କୁଲ୍‌ରେ ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଯାହାକୁ ନେଇ କିଛିଦିନ ତଳେ ନୀଳଗିରି ଗସ୍ତରେ ଆସି ଖୋଦ୍‌ ରାଜ୍ୟପାଳ…
ଅଧିକ ଖବର ଦେଖନ୍ତୁ...