ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଫଟୋ ଧରି ବାପାଙ୍କୁ ଖୋଜୁଛି ଚାରି ବର୍ଷର ଝିଅ

ସୋର: ବାହାଘରକୁ ପାଞ୍ଚ ବର୍ଷ ପୁରିଯାଇଛି, କିନ୍ତୁ କାନ୍ଥରେ ଥିବା ପାନପତ୍ରରୁ ନାଁ ଲିଭିନି। ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସିନ୍ଦୂର ଯେତେଦିନ ସିନ୍ଥିରେ ଥିବା ସେତେଦିନ କାନ୍ଥରେ ଉଭୟ ଙ୍କ ନାଁ ରହିବ ବୋଲି ଯେମିତି ଶପଥ ଖାଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା କାନ୍ଥରୁ ନାଁ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍

ବାଲେଶ୍ବର: ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ଗତକାଲି ବାଲେଶ୍ବରରେ ପହଞ୍ଚିଛନ୍ତି ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି  ଦୁର୍ଘଟଣାସ୍ଥଳକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍…
ଅଧିକ ଖବର ଦେଖନ୍ତୁ...

‌ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଷ୍ଟେସନ୍‌ମାଷ୍ଟର, ଡ୍ରାଇଭରଙ୍କୁ ଜେରା

ବାଲେଶ୍ବର, (ବାହାନଗାରୁ ବିଶ୍ବଜିତ ଦାଶ): ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଅଛି ସେମାନଙ୍କୁ କମିସନ୍ ଅଫ୍ ରେଲ୍‌ ସେଫ୍ଟି (ସିଆର୍‌ଏସ୍‌)ର ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିରେ ବାଲେଶ୍ବର ରେଳ ଷ୍ଟେସନରୁ…
ଅଧିକ ଖବର ଦେଖନ୍ତୁ...

ବାପା…ଆମ ସ୍କୁଲରେ ଶବ ଥିଲା, ଡରାଇବେନି ତ?

ବାଲେଶ୍ବର, (ବାହାନଗାରୁ କେଶବ ପାଣି): ‘‘ବାପା, ଆମ ସ୍କୁଲରେ କ’ଣ ଲୋକଙ୍କ ଶବ ରଖାଯାଇଥିଲା! ଯୋଉ ଲୋକ ମରିଛନ୍ତି, ସେମାନେ ଭୂତ ହୋଇ ଆମକୁ ଡରାଇବେନି ତ! ମୁଁ ଆଉ ସ୍କୁଲ ଯିବିନି। ଛୋଟିଆ ଝିଅର ଏ ପ୍ରଶ୍ନରେ ବାପା କହିଥିଲେ ନା’‌ରେ ମା’। ତୁ ବ୍ୟସ୍ତ ହୁଅନା। ତମ ସ୍କୁଲରେ ଶବ ନଥିଲା।…
ଅଧିକ ଖବର ଦେଖନ୍ତୁ...

ଏତିକିରେ ମୋ ଦାୟିତ୍ୱ ସରିନି, ଆହୁରି ବାକି ରହିଛି: ଅଶ୍ବିନୀ

ବାଲେଶ୍ବର : ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ୩ ଦିନ ବିତିଛି। ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଆଜିଠାରୁ ସ୍ବାଭାବିକ ହୋଇଛି ସ୍ଥିତି। ସେପଟେ ଦୁର୍ଘଟଣାରେ ମୃତାହତଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ କ୍ଷତିପୂରଣ, ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ରୁଟ୍‌ରେ ସ୍ବାଭାବିକ ହେଲା ରେଳ ଚଳାଚଳ, ‘ଜୟ ଜଗନ୍ନାଥ’ ଧ୍ବନି ସହ ଗଡ଼ିଲା

ବାଲେଶ୍ବର : ସୋମବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌। କରମଣ୍ଡଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ବାହାନଗା ଷ୍ଟେସନ ୟାର୍ଡ‌ରେ ପ୍ରବେଶ କଲା ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ର ବେଗ ଥିଲା ଘଣ୍ଟାକୁ ୨୦ କିଲୋମିଟର। ଟ୍ରେନ୍‌ ଧୀରେଧୀରେ ଗଡ଼ୁଥିବା ବେଳେ ସମଗ୍ର ଟ୍ରେନ୍‌…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରୁ ଛୁଟି ଆସିଲେ ବାପା, ଶବ ଭିତରୁ ବାହାରିଲା ଜୀବନ୍ତ ପୁଅ

ବାଲେଶ୍ବର : କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ପୁଅ ମରିଥିବା ଖବରକୁ ବିଶ୍ବାସ କରିପାରିଲେନି ବାପା। ପଶ୍ଚିମବଙ୍ଗରୁ ଆମ୍ବୁଲାନ୍‌ସ ଧରି ୨୩୦ କିଲୋମିଟର ଦୂର ବାଲେଶ୍ବରକୁ ଛୁଟି ଆସିଲେ। ବାହାନଗା ହାଇସ୍କୁଲ ପରିସର ଅସ୍ଥାୟୀ ଶବାଗାରରେ ଗଦା ହୋଇଥାଏ କୁଢ଼କୁଢ଼ ଶବ। ଧଳା ଚାଦର ଉଠାଇ ତା’…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରୀ ବସ୍‌କୁ ନେଇ ଚର୍ଚ୍ଚା

ବାଲେଶ୍ୱର: ସାଧାରଣ ଜନତାଙ୍କ ପ୍ରତି କେଉଁ ସରକାର କେତେ ଯତ୍ନଶୀଳ, ତାହା ବାଲେଶ୍ୱର ସହରରେ ଆଜି ଦେଖାଯାଇଥିବା ଏହି ଦୁଇଟି ସରକାରୀ ବସକୁ ଦେଖି ଜଣାପଡୁଛି। ବାହାନାଗାରେ ଗତ ଶୁକ୍ରବାର ରେଳ ଦୁର୍ଘଟଣା ହେବାରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ରେଳସେବା ପ୍ରଭାବିତ ହୋଇଥିଲା। ଘରୋଇ…
ଅଧିକ ଖବର ଦେଖନ୍ତୁ...

ଦର୍ଶନ ସିନା ହୋଇପାରିଲାନି, ଆମକୁ ବଞ୍ଚାଇଦେଲା ଜଗା

ବାଲେଶ୍ବର: ଭୋଗରାଇ ବ୍ଲକ ନାଫରାଇ ପଞ୍ଚାୟତର ଦେବକୀ ପାତ୍ର। ତାଙ୍କ ସ୍ବାମୀ ନୀଳାମ୍ବର ପାତ୍ର ଏବଂ ଦୁଇପୁଅ ସ୍ନାନପୂର୍ଣ୍ଣିମାରେ ଜଗାଦର୍ଶନ କରିବାକୁ ପୁରୀ ଯାଉଥିଲେ। ସଂଧ୍ୟା ୬ଟା ସମୟରେ ସେମାନେ ବାଲେଶ୍ବର ଷ୍ଟେସନରୁ କରମଣ୍ଡଳରେ ଉଠିଥିଲେ। ଟ୍ରେନ୍‌ ପ୍ରବଳ ଭିଡ଼ ଥିଲା, ସେଥିଲାଗି ପୁରା…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

ବାଲେଶ୍ବର: ପୁଅ ବଡ଼ ଇଞ୍ଜିନିୟର ହେବ, ଆଉ ବୁଢ଼ା କାଳରେ ସାହାରା ହେବ ବୋଲି ଆଶା ବାନ୍ଧିଥିଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଆନ୍ଦୋଳା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ହେଲେ କରମଣ୍ଡଳ ଦୁର୍ଘଟଣା‌ ସବୁ ସ୍ବପ୍ନ ଚୂରମାର କରିଦେଲା। ପୁଅ ଜଗଦୀଶ ଓ ତାର ସାଙ୍ଗ ଗତ ଶନିବାର ଦିନ ହସିହସି…
ଅଧିକ ଖବର ଦେଖନ୍ତୁ...