ବାଲିଆପାଲ ଆଇଆଇସି ରଣଜିତ କୁମାର ସାହୁ ନିଲମ୍ବିତ

ବାଲିଆପାଲ/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଲ ଥାନା ଆଇଆଇସି ରଣଜିତ କୁମାର ସାହୁ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି। ଦୀର୍ଘ ଦିନ ହେବ ସେ ଅଫିସକୁ ଆସୁ ନ ଥିବା ଏବଂ ବରିଷ୍ଠ ଅଧିକାରୀଙ୍କ ଫୋନ୍‌ ନ ଉଠାଇବା କାରଣରୁ ଥାନା ଅଧିକାରୀ ରଣଜିତ ସାହୁଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଆଜି ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ରଣଜିତ କୁମାର ସାହୁ ପୂର୍ବରୁ ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ଥିଲେ।

ସମ୍ବନ୍ଧିତ ଖବର