ବରଗଡ଼ରେ ପୁଣି ଆଖିବୁଜିଲେ ଆଉ ଜଣେ ଚାଷୀ

ବରଗଡ଼: ଚାଷୀ ଆତ୍ମହତ୍ୟା ଘଟଣା ଜାରି ରହିଛି। ଚାରି ଦିନ ତଳେ ବରଗଡ଼ ଜିଲ୍ଲାରେ ବୃନ୍ଦା ସାହୁ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ରବିବାର ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋହେଲା ବ୍ଲକ ପଣିକିପାଲୀ ଗ୍ରାମର ଭକ୍ତ ଭୁଏ ଆତ୍ମହତ୍ୟା କରିଛନ୍ତି। ଫସଲହାନୀ ଯୋଗୁଁ କୀଟନାଶକ ପିଇ ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

 

ସମ୍ବନ୍ଧିତ ଖବର