ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ସ୍ନେହାଙ୍ଗିନୀ-ନୀହାର ବାକ୍‌ଯୁଦ୍ଧ

ବରଗଡ଼: ଅତାବିରା ନିର୍ବାଚନମଣ୍ଡଳୀରେ ଏଥର ରାଜନୈତିକ ରସାୟନ ବଦଳିଛି। ଏହାରି ଭିତରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ ବାକ୍‌ଯୁଦ୍ଧରେ ଲିପ୍ତ ହୋଇଯାଇଛନ୍ତି। ପ୍ରଚାର ମଇଦାନରେ ଉଭୟଙ୍କ ବାକ୍‌ଯୁଦ୍ଧ ଏବେ ଅତାବିରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ହନୁମାନ ଭକ୍ତଙ୍କ ଶୋଭାଯାତ୍ରାରେ ନେତା: ଖଣ୍ଡା ବୁଲାଇଲେ ପ୍ରଦୀପ ଓ ନୀହାର

ବରଗଡ଼: ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏବେ ନିର୍ବାଚନୀ ବାତାବରରଣ ଉଷ୍ମ ହେବାରେ ଲାଗିଥିବା ବେଳେ ନିଜ ସମର୍ଥକମାନଙ୍କ ସହ ନେତାମାନେ ଆଜି ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଓଲଟିଲା ବସ୍: ୧୫ ଆହତ

ପଦ୍ମପୁର: ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଅଘଟଣ ଘଟିଛି। ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ପହଞ୍ଚିଲା ପ୍ରଶାସନ, ଭୋଟରଙ୍କୁ ଭେଟି ଭଲମନ୍ଦ ବୁଝିଲେ ଅଧିକାରୀ

ବରଗଡ଼: ଓଡ଼ିଆ ଏବେ ଛତିଶଗଡ଼ିଆ ଭୋଟର। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଇଲାକାର କଥା ବୁଝିବା ପରେ ଜଣାପଡ଼ିଥିଲା ଓଡ଼ିଶା ଛାଡ଼ି ଛତିଶଗଡ଼କୁ ଲୋକ ଯାଉଛନ୍ତି। ଏନେଇ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ କଣ୍ଡପଲା ପଞ୍ଚାୟତ ବିର୍ଜୁପାଲି ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇଥିଲେ: ପୁଲିସକୁ ସଂଘବଦ୍ଧ ଆକ୍ରମଣ

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ମାଫିଆକୁ ଧରିବାବେଳେ ଝାରବନ୍ଧ ପୁଲିସ ଆକ୍ରମଣର ଶିକାର ହୋଇଛି। ଜଣେ ମହିଳା ଥାନା ଅଧିକାରୀଙ୍କୁ ଘରେ ଭର୍ତ୍ତିକରି ତାଲା ଠୁଙ୍କି ଦେଇଛନ୍ତି। ପରେ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍

ବରଗଡ଼: ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ।ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍। ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା।…
ଅଧିକ ଖବର ଦେଖନ୍ତୁ...

ପୁଣି ଖସିଗଲା ମାଓ ନେତା ସୁଦର୍ଶନ: ଗନ୍ଧମାର୍ଦ୍ଦନରେ ଗୁଳି ବିନିମୟ, ମାଓକ୍ୟାମ୍ପ୍‌ରୁ ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼: ପୁଣିଥରେ ଖସିବାରେ ସଫଳ ହୋଇଛି ଟପ୍‌ ମାଓକ୍ୟାଡର ସୁଦର୍ଶନ। ଗୋଟିଏ ମାସ ଭିତରେ ପୁଲିସ୍‌ଠାରୁ ଦ୍ୱିତୀୟଥର ପାଇଁ ସେ ଖସିଯାଇଛି। ଏଥର ସଂଧ୍ୟା ସମୟରେ ସର୍ଚ୍ଚ ଅପରେସନ ଥିବାରୁ ଅନ୍ଧାରର ସୁଯୋଗନେଇ ସେ ଖସିଯାଇଥିବା ଏସ୍‌ପି ପ୍ରହଲ୍ଲାଦ ସହାୟ ମିନା ସାମ୍ବାଦିକ ସମ୍ମିଳନୀରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଲୋକସଭାରେ ବଡ଼ ଲଢେଇ: ଏଥର କାହାକୁ ବାଛିବେ ଜନତା?

ବରଗଡ଼: ଏଥରକ ବରଗଡ଼ ଲୋକସଭା ଆସନରେ ବଡ଼ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ତିନିଦଳର ନେତା ପ୍ରଚାର ଆରମ୍ଭ କରି ସାରିଲେଣି। କିନ୍ତୁ କିଛି କ୍ଷେତ୍ରରେ ପ୍ରାର୍ଥିତ୍ବକୁ ନେଇ ଆଶାୟୀମାନେ ଅସନ୍ତୋଷ ଜାହିର କରୁଛନ୍ତି। ବିଗତ ଲୋକସଭା ନିର୍ବାଚନଗୁଡ଼ିକରେ ସବୁଥର ନେତା…
ଅଧିକ ଖବର ଦେଖନ୍ତୁ...

ଗନ୍ଧମାର୍ଦ୍ଧନ ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗତରାତିରୁ ଏହି ଗୁଳି ବିନିମୟ ଚାଲିଛି। ପୁଲିସ କକ୍ଷରୁ ଜୋରଦାର୍ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ  ନବୀନନିବାସ ଆସି ନିଜର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା…
ଅଧିକ ଖବର ଦେଖନ୍ତୁ...