ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ବଢ଼ୁଛି ଲାଞ୍ଚୁଆ ସ˚ଖ୍ୟା : ତୃତୀୟ ଶ୍ରେଣୀରେ ବେଶୀ ଦୁର୍ନୀତି

ବରଗଡ଼ : ଦେଶରେ ଦୁର୍ନୀତି ସବୁଠୁ ବଡ଼ ପ୍ରସ˚ଗ ଭାବେ ଉଭା ହୋଇଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧୢରେ ଦୋଷ ଲଦାଲଦି ହୋଇଥାଏ। ରାଜନୀତିରେ ଦୁର୍ନୀତିକୁ ନେଇ ଦଳ-ଦଳ ମଧୢରେ ଦୋଷାରୋପ ଚାଲିଥାଏ। ଦୁର୍ନୀତି ନିବାରଣ ପାଇଁ ବିଭିନ୍ନ ଯୋଜନା ହୋଇଥିଲେ ହେଁ ଏଥିରେ ଲଗାମ ଲାଗି…
ଅଧିକ ଖବର ଦେଖନ୍ତୁ...

ବଦଳିବେନି କଂସ

ବରଗଡ଼ : ଆସନ୍ତା ବର୍ଷ ଜାନୁଆରି ୧୧ରୁ ୨୧ ତାରିଖ ଯାଏଁ ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ। ତେବେ ଦୀର୍ଘ ଦିନ ଧରି କଂସ ଚରିତ୍ରର କଳକାର ପରିବର୍ତନ ନେଇ ଚାଲିଥିବା ଛକାପଞ୍ଝାର ଅବସାନ ଘଟିଛି। ଭୁବନେଶ୍ବର ପ୍ରଧାନଙ୍କୁ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆଉ ୧୬ ଦିନ: ୨ୟ ବର୍ଷରେ କଂସ ଭୂମିକା ଜାରି ରଖିବେ ଭୁବନ ପ୍ରଧାନ

ବରଗଡ଼: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆଉ ୧୬ ଦିନ ପରେ ଆରମ୍ଭ ହୋଇଯିବ। ମୁକ୍ତାକାଶ ରଙ୍ଗମଞ୍ଚରେ ମଂଚସ୍ଥ ହେଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଜାନୁଆରି ୧୧ରୁ ଆରମ୍ଭ ହୋଇ ପୌଷ ପୂର୍ଣ୍ଣିମା ଅବସରରେ ଜାନୁଆରି ୨୧ରେ ଶେଷ ହେବ। ଧନୁଯାତ୍ରା ପାଇଁ ଏବେ ଠାରୁ ବରଗଡ଼ ଜୋରଦାର ପ୍ରସ୍ତୁତି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

୨୦ ଫୁଟ୍ ପୋଲ ତଳକୁ ଖସିଲା ଟାଭେରା : ମହିଳା ମୃତ, ପୁଅ ବୋହୂ ସମେତ ୭ ଆହତ

ରେଢ଼ାଖୋଲ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ପେଟୁପାଲି ଗାଁ ରୁ କଟକ ଯାଉଥିବା ଏକ ଟାଭେରା ଗାଡ଼ି (ଓଆର ୧୩ଇ ୫୫୫୬) ବୀରମହାରାଜପୁର ରାସ୍ତାର ଶଗଡ଼ିଆ ପୋଲ ଠାରେ ଭାରସାମ୍ୟ ପ୍ରାୟ ୨୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ପେଟୁପାଲି ଗାଁର ଶୋଭାବତୀ ସାହୁ (୬୦)ଙ୍କ ମୃତ୍ୟୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମିନି କିଟ୍‌ରେ ବଡ଼ ଦୁର୍ନୀତି! : ଭୂତ ଚା‌ଷୀ ଖାଇଲେ ବିହନ

ବରଗଡ଼ : ମରୁଡ଼ି ପରବର୍ତୀ ସ୍ଥିତିରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ଡାଲି ଜାତୀୟ ଚାଷ ପାଇଁ ପ୍ରୋତ୍ସାହନ। କିଛି ଅର୍ଥକାରୀ ଡାଲି ଚାଷ କରି ମରୁଡ଼ି ବେଳର କ୍ଷତିକୁ ଚାଷୀ ଭରଣା କରିଥାଏ। କିନ୍ତୁ ଜିଲ୍ଲାରେ ଏହି ଯୋଜନାରେ ବଡ଼…
ଅଧିକ ଖବର ଦେଖନ୍ତୁ...

ସୀମା ଟପି ଗଲା ଦୁର୍ନୀତି : ଦଦରା ସ୍କୁଟର ବୋହୁଛି ୨୪ ଟନ୍ ଧାନ

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ଚାଲିଛି। ହଜାର ହଜାର ଟନ୍ ଧାନ ହଡ଼ପ୍ ହେଉଛି। ଧାନ ଚାଲାଣ ପାଇଁ ବେନାମୀ ଗାଡ଼ି ବ୍ୟବହାର ହେଉଛି। ଏପରିକି ଭଂଗା ଦଦରା ସ୍କୁଟରର ରେଜି‌ଷ୍ଟ୍ରେସନ ନମ୍ବରକୁ ଭାରି ଯାନ‌ ବୋଲି ଦର୍ଶାଯାଉଛି। ଅର୍ଥାତ ରେକର୍ଡ ଅନୁସାରେ ୨୫ବର୍ଷର…
ଅଧିକ ଖବର ଦେଖନ୍ତୁ...

ମହାବଳ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ, ଅନ୍ୟ ୨ ଜଣଙ୍କୁ କୋର୍ଟଚାଲାଣ

ବରଗଡ଼ : ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦର ପଡ଼ା ମଧ୍ୟସ୍ଥ ଜଂଗଲରେ ମହାବଳ ହତ୍ୟା ମାମଲାରେ ପୂର୍ବରୁ ଗିରଫ ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଦୁଇ ଦିନିଆ ରିମାଣ୍ଡ ଶେ‌ଷ ହୋଇଛି। ସମସ୍ତଙ୍କୁ ବୁଧବାର ସଂଧ୍ୟାରେ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହାଛଡ଼ା ଏହି ଘଟଣାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ଭିତରେ ଆକ୍ରମଣ : ଜଣେ ଆହତ, ଉତ୍ତେଜନା

ବରଗଡ଼ : ବରଗଡ଼ ଉପକାରାଗାରରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟି ଜଣେ ବିଚାରାଧୀନ କଏଦୀ ଏମଡି ଅଲତାଫ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅଲତାଫଙ୍କ ଅଭିଯୋଗ ହେଲା,…
ଅଧିକ ଖବର ଦେଖନ୍ତୁ...

ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ଘଟଣାରେ ଅଭିଯୁକ୍ତ ଶିକାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌

ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ଜଙ୍ଗଲରୁ ଅକ୍ଟୋବର ୨୯ରେ ଜବତ କରାଯାଇଥିବା ମହାବଳର ଗଳିତ ମୃତଦେହ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅଭିଯୁକ୍ତ ଶିକାରୀଙ୍କୁ ରିମାଣ୍ଡରେ ନେବ। ମହାବଳ ବାଘ ଶିକାର ଘଟଣାରେ କୌଣସି ମାଫିଆଙ୍କ ହାତ ଅଛି କି ନାହିଁ ଏହାର ତଦନ୍ତ ହେବ। ସେହିପରି…
ଅଧିକ ଖବର ଦେଖନ୍ତୁ...

ମହାବଳ ହତ୍ୟା ଘଟଣା: ସଂରକ୍ଷଣ ବଦଳରେ ତଦନ୍ତକୁ ଗୁରୁତ୍ବ

ବରଗଡ଼ : ‌ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଏକମାତ୍ର ମହାବଳ ବାଘକୁ ହତ୍ୟା ପରେ ଏଠାରେ ଥିବା ଅନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ରହିଛି। ଶିକାରୀ ହେଉ କି ମାଫିଆ, ଡେବ୍ରିଗଡ଼ରେ ବିରଳ ବନ୍ୟପ୍ରାଣୀ ଏବେ ସଂକଟରେ। ଏଠା‌େର ଏକମାତ୍ର ମହାବଳ ବାଘ ଠାବ ହୋଇଥିଲେ ହେଁ ତାକୁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...