ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଝିକିଝିକି ଗଣହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆକସ୍ମିକ ମୃତ୍ୟୁ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ସେ ଅସୁସ୍ଥ ହୋଇପଡ଼ିଥିଲେ। ସନ୍ଧ୍ୟାରେ ଶିବଙ୍କୁ ବରଗଡ଼ ଉପକାରାଗାରରୁ ଦୁଇ ଜଣ କର୍ମଚାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ପୁରୋହିତଙ୍କ ବାସଭବନରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରତିକ୍ରିୟା ଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବାସଭବନରୁ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାୱାରର ବନ୍ଦ ଘର ଭିତରୁ ଏହି ମୃତଦେହ ମିଳିଛି। ପ୍ରଦୀପ ପୁରୋହିତ ରହୁଥିବା ଫ୍ଲାଟର ଆଉ ଏକ ବଖରାରେ ପ୍ଲାଷ୍ଟିକ ଦୌଡି ଲଗାଇ ଧନୁର୍ଜୟ…
ଅଧିକ ଖବର ଦେଖନ୍ତୁ...

ଚୂନପଥର ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ

ବରଗଡ଼/ଭଟଲି : ବରଗଡ଼ ଏସିସି (ସିମେଣ୍ଟ କାରଖାନା) କମ୍ପାନିର ଚୂନପଥର ବୋଝେଇ ଟ୍ରେନ୍‌ ସମ୍ବରଧରା ନିକଟରେ ଲାଇନଚ୍ୟୁତ ହୋଇଛି। ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଟ୍ରେନ୍‌ ଚାଳକ ସୁରକ୍ଷିତ ଅଛନ୍ତି। ଡୁଙ୍ଗୁରି ଖଣିରୁ ବରଗଡ଼ସ୍ଥିତ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ସମୟରେ ଏହି ଅଘଟଣ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ବରଗଡ଼: ବରଗଡ଼ ଜିଲ୍ଲା ମେଣ୍ଢାପାଲିରେ ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଡୁଙ୍ଗୁରି ଚୂନପଥର ଖଣିରୁ ଏସିସି ସିମେଣ୍ଟ କାରଖାନାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ତେବେ ଏଥିରେ କେହି ଆହତ ହୋଇ ନଥିବା ସାଙ୍ଗକୁ କୌଣସି…
ଅଧିକ ଖବର ଦେଖନ୍ତୁ...

ନୃସିଂହନାଥ ଭୀମକୁଣ୍ତ ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ନୃସିଂହନାଥ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଭୀମକୁଣ୍ତ ଝରଣାରେ ସ୍ନାନ କରୁଥିବା ବେଳେ ପାଣିରୁ ବାହାରି ନପାରି ଯୁବକ ମୃତ୍ୟୁ ହୋଇଯାଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ନିକଟସ୍ଥ ଚକୁଳିଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଏଠାକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ, ୪ ଜଣଙ୍କୁ ନୋଟିସ୍‌

ବରଗଡ଼: ଟାଟା ପାୱାର୍‌ ସଂସ୍ଥାର କର୍ମଚାରୀଙ୍କୁ ମାଡ୍‌ପିଟ୍‌ ଅଭିଯୋଗରେ ୪ଜଣଙ୍କୁ ଅଦାଲତରୁ ନୋଟିସ୍‌ ଜାରି ହୋଇଛି। ମେଲ୍‌ଛାମୁଣ୍ଡା ଥାନା ଖୁଜେନ୍‌ ଗାଁରେ ମିଟର୍‌ ରିଡିଂ ନେବାକୁ ଯାଇଥିବା କର୍ମଚାରୀଙ୍କୁ ଉକ୍ତ ଗାଁର ଗିରି ସ୍ବାଇଁ ଏବଂ ଶିରି ସ୍ବାଇଁ ଗାଳିଗୁଲଜ କରି ରିଡିଂ ମେସିନ୍ ଓ…
ଅଧିକ ଖବର ଦେଖନ୍ତୁ...

ଜଳଛାୟା ଦୁର୍ନୀତି ମାମଲା: ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଲେ ବିଡିଓ

ବରଗଡ଼/ଗାଇସିଲାଟ୍‌: ଗତ ନଭେମ୍ବର ୧୯ ତାରିଖ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ୍‌ରେ ଜଳଛାୟା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ସଂପର୍କରେ 'ସମ୍ବାଦ' ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ମାମଲାର ‌େଖାଳତାଡ଼ ପରେ ଦୁର୍ନୀତିର ଚେର ଦୂରକୁ ଲମ୍ବିଥିବା ଏବଂ ଏଥିରେ ବିଭାଗୀୟ କର୍ମଚାରୀ ବି…
ଅଧିକ ଖବର ଦେଖନ୍ତୁ...

ବିକଳ୍ପ ଚାଷ ପ୍ରତି ଅନାଗ୍ରହ: କମୁଛି ପରିବା ରପ୍ତାନି, ଆଖୁ ଚାଷ କାଁ ଭାଁ

ବରଗଡ଼ : ମଣ୍ଡି ଅବ୍ୟବସ୍ଥା, ମିଲର୍ସ ମନମାନି ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଉଭୟ ରବି ଓ ଖରିଫ୍‌ ଋତୁରେ ଚାଷୀର ଧାନ ବରବାଦ୍‌ ହୋଇଯାଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ପାରମ୍ପରିକ ଧାନ ଚାଷ ଉପରେ ପଡୁଛି। ଫଳରେ ଚାଷୀଙ୍କୁ ବିକଳ୍ପ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଘଟଣାରୁ ଶିଖିଲେନି, ରାସାୟନିକ ବିଷ ଦେଇ ଜନ୍ତୁ ଶିକାର !

ବରଗଡ଼ : ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ତତ୍‌ ସଂଲଗ୍ନ ଜଂଗଲରେ ଥିବା କିଛି ଜଳାଶୟରେ ରାସାୟନିକ ବିଷ ଦେଇ ଜନ୍ତୁ ଶିକାର ଚାଲିଛି। ଖରା ଦିନେ ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଛି। ଅଭୟାରଣ୍ୟ ପାଖରେ କିଛି ପୋଖରୀ ରହିଛି। ଜଙ୍ଗଲରେ ଜଳାଭାବ ଥିବାରୁ ବନ୍ୟଜନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ଯୁବକ ଆହତ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ପଞ୍ଚାୟତର ଯୁବକ ଦିବାକର ମହାନନ୍ଦିଆ ବୁଧବାର ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଦିବାକର ଆଜି ଭୋରରୁ ଚୂନପଥର ଖଣି ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ହାତରେ ଗଭୀର କ୍ଷତ…
ଅଧିକ ଖବର ଦେଖନ୍ତୁ...