ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଆଜିଠୁ ବୈଶାଖ ମେଳା

ପାଇକମାଳ/ଧଣ୍ଡାମୁଣ୍ଡା: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃସିଂହନାଥ ଓ ହରିଶଙ୍କର ପୀଠରେ ସୋମବାରଠାରୁ ବୈଶାଖ ମେଳା ଆରମ୍ଭ ହେବ। ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳଚଞ୍ଚଳ ହୋଇଉଠିଛି ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପଟେ ଥିବା…
ଅଧିକ ଖବର ଦେଖନ୍ତୁ...

ମେ’ ତୃତୀୟ ସପ୍ତାହରୁ ବିଡିପିଏଲ୍‌

ବରଗଡ଼: ବରଗଡ଼ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ଆନୁକୁଲ୍ୟରେ ଆସନ୍ତା ମାସ ତୃତୀୟ ସପ୍ତାହରୁ ବରଗଡ଼ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ (ବିଡିପିଏଲ୍‌) ଆରମ୍ଭ ହେବ। ଏସୋସିଏସନ୍ସ ଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରତିଯୋଗିତାର…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ଆହତଙ୍କୁ ଛାଡ଼ି ତରଭୁଜ ଗୋଟାଇଲେ

ବରଗଡ଼: ରାସ୍ତାରେ ତରଭୁଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା। ଚାଳକ ଏବଂ ସହଯୋଗୀ ଆହତ ହେଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ବଦଳରେ ଲୋକେ ତରଭୁଜ ଗୋଟାଇ ଘରକୁ ବୋହିବାକୁ ଲାଗିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଟଲି-ଅମ୍ବାଭୋନା ସୀମାନ୍ତବର୍ତୀ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟିତ

ବରଗଡ଼: ପ୍ରସାର ଭାରତୀ ପକ୍ଷରୁ ବରଗଡ଼ଠାରେ ଏଫ୍‌ଏମ୍‌ ରିଲେ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ସମାରୋହରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୦୦ ୱାଟ୍‌ କ୍ଷମତା ବିଶିଷ୍ଟ ଏହି ଟ୍ରାନ୍ସମିଟର ବରଗଡ଼ ଅଂଚଳର ୨୨…
ଅଧିକ ଖବର ଦେଖନ୍ତୁ...

ଜାତୀୟ ମହୋତ୍ସବରେ ଚମକିଲେ ବରଗଡ଼ ଆଇଆଇଏଚ୍‌ଟି ଛାତ୍ରଛାତ୍ରୀ

ବରଗଡ଼: ଭାରତୀୟ ହସ୍ତତନ୍ତ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଏଚ୍‌ଟି) ବରଗଡ଼ର ଛାତ୍ରଛାତ୍ରୀ ବାରଣାସୀଠାରେ ଅନୁଷ୍ଠିତ ସର୍ବଭାରତୀୟ ହାନ୍‌ଟେକ୍ସ ଫେଷ୍ଟରେ ଭାଗନେଇ କୃତିତ୍ବ ଅର୍ଜନ କରିଛନ୍ତି। ସନ୍ଦର୍ଭ ଉପସ୍ଥାପନା ଓ ଫ୍ୟାସନ ସୋ'ରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନକଲି ଔଷଧ କାରବାର: ଉତ୍ତରପ୍ର‌ଦେଶରୁ ୫ ଅଭିଯୁକ୍ତ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲାରେ ନକଲି ଔଷଧ କାରବାର ପେଡ଼ି ଧୀରେ ଧୀରେ ଖୋଲିବାକୁ ଲାଗିଛି। ବରଗଡ଼ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ ମିଳିତ ଭାବେ ଚଢ଼ଉ କରି ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାରାଣାସୀ ଜିଲ୍ଲାର ସୋନାରପୁରର ଶୁଭମ ଜୟସ୍ବାଲ, ରାଜଘାଟ…
ଅଧିକ ଖବର ଦେଖନ୍ତୁ...

କଙ୍ଗାରୁ କୋର୍ଟ ଉପରେ କଟକଣା

ବରଗଡ଼ : କୁଲି ମେହେର ସମାଜ ଉପରେ କିଛି ବର୍ଷ ହେଲା ଚାଲିଥିବା କଂଗାରୁ କୋର୍ଟ ଉପରେ ପ୍ରଶାସନ କଟକଣା ଜାରି କରିଛି। ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥ ମେହେରଙ୍କ ଆବେଦନକ୍ରମେ ଏକ ଶାନ୍ତି କମିଟିର ଆହ୍ବାନ କରି କୁଲି ସମାଜରେ ଚଳି ଆସୁଥିବା କଙ୍ଗାରୁ କୋର୍ଟ ଉପରେ କଟକଣା ଜାରି…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ନଜଣାଇ ଜମିରେ ଚାଲିଛି ପାଇପ୍‌ ବିଛାଇବା କାମ

ବରଗଡ଼ : ବରଗଡ଼ ଜିଲ୍ଲାରେ ଗଙ୍ଗାଧର ଜଳ ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଚାଲିଛି। ଜମିଗୁଡ଼ିକୁ ମନଇଚ୍ଛା ଖୋଳି ପାଇପ୍‌ ବିଛାଇବା କାମ ଚାଲିଛି। କିନ୍ତୁ ଏଥିରେ ଜମି ମାଲିକଙ୍କ ସହମତି କିମ୍ବା ତାଙ୍କ ସହ କିଛି ଆଲୋଚନା କରାଯାଉନାହିଁ। ବରଂ ରାତାରାତି ଜମି ଭିତରେ ମାଟି ଖୋଳି ପାଇପ୍‌ ପକା…
ଅଧିକ ଖବର ଦେଖନ୍ତୁ...

ସ୍ମୃତି ଭବନ ଭଙ୍ଗାକୁ ନେଇ ବିରୋଧ

ବରଗଡ଼: ଜନ୍ମମାଟି ବରପାଲିରେ କ୍ରମଶଃ ସ୍ବଭାବ କବି ଗଂଗାଧର ମେହେରଙ୍କ ସ୍ମୃତି ଚିହ୍ନ ଗୋଟିକ ପରେ ଗୋଟିଏ ଲିଭି ଚାଲିଛି। କବିଙ୍କ ସମାଧି ପୀଠ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା। ବହୁ ଦାବି ଏବଂ ବାଦବିବାଦ ପରେ ଏହାର ବିକାଶ କାମ ଚାଲିଛି। ଏବେ ଗଂଗାଧର ସ୍ମୃତି ଭବନକୁ ଭାଂଗି ଏହାର…
ଅଧିକ ଖବର ଦେଖନ୍ତୁ...

ମେ’ ୧୦ ପର୍ଯ୍ୟନ୍ତ କେନାଲ ପାଣି ଛାଡ଼ିବାକୁ ଦାବି କଲା କୃଷକ ସଂଗଠନ

ଅତାବିରା: ବର୍ତ୍ତମାନ ଧାନ ସଂପୂର୍ଣ୍ଣ ପରିପକ୍ବ ହେବାକୁ ଆଉ ୧୫ ଦିନ ଲାଗିବ। ଅମଳ କରିବା ଯୋଗ୍ୟ ହେବ। ଏଣୁ କେନାଲ ପାଣି ମେ' ୧୦ ତାରିଖ ପର୍ଯ୍ୟନ୍ତ ଛାଡ଼ିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ତହସିଲଦାର ଓ ବୁର୍ଲା ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବି କରାଯାଇଛି। ହୀରାକୁଦ…
ଅଧିକ ଖବର ଦେଖନ୍ତୁ...