ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ପଦ୍ମପୁରରେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ/ପାଇକମାଳ/ପଦ୍ମପୁର: ଗତ ଡିସେମ୍ବରରେ ଉପନିର୍ବାଚନ ବେଳେ ଆସିଥିଲି। ପ୍ରତିଶ୍ରୁତି ଦେଇଥିଲି, ଶୀଘ୍ର ଆସିବି। ମୋ’ ପ୍ରତିଶ୍ରୁତି ରକ୍ଷା କଲି। ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ। ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି: ମୁଖ୍ୟମନ୍ତ୍ରୀ

ଝାରବନ୍ଧ/ପଦ୍ମପୁର/ପାଇକମାଳ: ଆଜି ପୁଣି ଥରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପଦ୍ମପୁର ଓ ପାଇକମାଳ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି। ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି। ଏଥିପାଇଁ ମୁଁ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ମୁଖ୍ୟମନ୍ତ୍ରୀ

ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି।…
ଅଧିକ ଖବର ଦେଖନ୍ତୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ; କଥା ଦେଇଥିଲେ, ରଖିଲେ

ବରଗଡ଼ : ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତରେ…
ଅଧିକ ଖବର ଦେଖନ୍ତୁ...

ଆଜି ଆସିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତ କରିବେ। ସବୁଠି…
ଅଧିକ ଖବର ଦେଖନ୍ତୁ...

ବିଜେପି ରଖିଲା ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରଖିବେ ତ ?

ପଦ୍ମପୁର: ରବିବାର ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏଠାରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଂଗ ରଖିଛି। ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ପ୍ରିତେଶ ବହିଦାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ ଦେଇଥିବା ୮ଟି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଉନ୍ନୟନମୂଳକ ପ୍ରକଳ୍ପ

ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଫେବ୍ରୁଆରି ୧୯) ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେହିପରି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଦିନରେ ଯୁବତୀକୁ ହତ୍ୟା କରିବା ପରେ ରାତିରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ନମିତା ସତନାମୀଙ୍କୁ ଗୁରୁବାର ନିର୍ମମ ଭାବରେ ହତ୍ୟା କରିଥିବା ନିଲାଥର ଗ୍ରାମର ଅଭିଯୁକ୍ତ ଇନ୍ଦ୍ରଜିତ ଧରୁଆ(୨୬) ଏହାର ୨୪ ଘଣ୍ଟା ନ ପୂରୁଣୁ ଆତ୍ମହତ୍ୟା କରିଛନ୍ତି। ସ୍ବର୍ଗତ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଟିସିଏର ମଞ୍ଜୁରି: ଦେବ୍ରିଗଡ଼ରେ ହେବ ବ୍ୟାଘ୍ର ଅଭୟାରଣ୍ୟ

ସମ୍ବଲପୁର/ବରଗଡ଼ : ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ବ୍ୟାଘ୍ର ଅଭୟାରଣ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପିଥିବା ଡେବ୍ରିଗଡ଼ ଅଭୟାରଣ୍ୟ ସହ ସରାଇଦାମାକ ଓ ଦେଚୁଆଁ ସଂରକ୍ଷିତ ଜଙ୍ଗଲକୁ ମିଶାଇ ୮୦୪ ବର୍ଗ କିଲୋମିଟର୍ ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...