ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍‌ ଜୋର୍‌ଦାର୍‌ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ…
ଅଧିକ ଖବର ଦେଖନ୍ତୁ...

ରାଜପଥ ଉପରେ ଧାନ, କମୁଛି ମାନ

ବରଗଡ଼: କିଛି ଦିନ ହେଲେ ବରଗଡ଼ ଜିଲ୍ଲାରେ କୋହଲା ପାଗ ରହିିଛି। ଆକାଶରେ ମେଘ ଭାସୁଛି। ଏଣେ ଆଗକୁ ବର୍ଷା ଭିଜାଇବ ବୋଲି ପାଣିପାଗ ପୂର୍ବାନୁମାନ ରହିଛି। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ପ୍ରଶାସନ ପକ୍ଷରୁ କିଛି ଜରୁରୀ ବ୍ୟବସ୍ଥା ହେଲା ନାହିଁ।…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ହଟ୍ଟଗୋଳ ଭିତରେ ସରିଲା ମହୋତ୍ସବ ସାଧାରଣ ପରିଷଦ ବୈଠକ

ବରଗଡ଼: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ସକାଶେ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ତେବେ ପ୍ରବଳ ହଟ୍ଟଗୋଳ…
ଅଧିକ ଖବର ଦେଖନ୍ତୁ...

୨ ଲୁଟେରାଙ୍କୁ ପିଟିପିଟି ମାରିଦେଲେ

ବରଗଡ଼: ସ୍ପଷ୍ଟ ଦିବାଲୋକରେ ଲୁଟିବା ଲୁଟେରାଙ୍କ ପାଇଁ ମହଙ୍ଗା ପଡ଼ିଛି। ତିନି ଜଣ ଲୁଟେରାଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ଲହୁଲୁହାଣ କରିଥିଲେ। ଏମାନଙ୍କ ଭିତରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତର ଜଣକ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରଙ୍କ ଠାରୁ ମୋବାଇଲ ଲୁଟି ୩ ଲୁଟେରା ଲହୁଲୁହାଣ; ଜଣେ ମୃତ, ଅନ୍ୟ ୨ ଜଣ ଗୁରୁତର

ବରଗଡ଼: ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବା ଲୁଟେରାମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ତିନି ଜଣ ଲୁଟେରାଙ୍କୁ ଉତ୍ତେଜିତ ଲୋକେ ପିଟିପିଟି ଲହୁଲୁହାଣ କରିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇଥିବା ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ଧର୍ମେନ୍ଦ୍ର ପ୍ରଧାନ: ଗୋଟିଏ ଟେବୁଲ୍‌ରେ ପିକୁ, ବେହେରୁ

ବରଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବରଗଡ଼ ଗସ୍ତ କରିଛନ୍ତି। କିଛି ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପ୍ରଚାର ପରେ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲାକୁ ଆସିନଥିଲେ। କିନ୍ତୁ ତାଙ୍କର ଏହି ଦିନିକିଆ ଗସ୍ତ ରାଜନୀତି ମହଲରେ ହଲ୍‌ଚଲ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ଇଟାଭାଟିରେ ୧୯ ଶ୍ରମିକ ବନ୍ଧକ

ପଦ୍ମପୁର: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ ଗଉଡ଼ମାଲ ଗ୍ରାମର ୩ ଜଣ ଶିଶୁ ଓ ମହିଳାଙ୍କ ସମେତ ୧୯ ପ୍ରବାସୀ ଶ୍ରମିକ ତେଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟାଭାଟିରେ ୨ ମାସ ହେଲା ବନ୍ଧକ ରହିଛନ୍ତି। ସେମାନଙ୍କୁ ମୁକୁଳାଇବା ପାଇଁ ବନ୍ଧକ ଥିବା ଉଷା ବେହେରା (୬୦ ବର୍ଷ)ଙ୍କ ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ପାଣିରେ କୋଇଲା ଗୁଣ୍ଡ ପରିମାଣ ସାଂଘାତିକ: ଉପନଦୀକୁ ବି ବିଷାକ୍ତ କରୁଛି ଛତିଶଗଡ଼

ବରଗଡ଼: ମହାନଦୀକୁ ‌ନେଇ ଛତିଶଗଡ଼ ଏକତରଫା ଖେଳୁଛି। ଏହି ନଦୀର ସୁରକ୍ଷା ଦିଗରେ ଧ୍ୟାନ ଦେବା ବଦଳରେ ଛତିଶଗଡ଼ ପ୍ରଦୂଷଣ ବଢ଼ାଇ ଚାଲିଛି। କଠିନ, ଶିଳ୍ପ ବର୍ଜ୍ୟରେ ମହାନଦୀ ପୋତି ହେଉଛି। ତେବେ, ଛତିଶଗଡ଼ର କାରସାଦି ଏତିକିରେ ସୀମିତ ରହିନାହିଁ। ମହାନଦୀର ଉପନଦୀ ମଧ୍ୟ କ୍ରମଶଃ ଶିଳ୍ପ ବର୍ଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତି ମନ୍ତ୍ରୀଙ୍କୁ ବରଗଡ଼ରେ ବିରୋଧ

ବରଗଡ଼: ମଙ୍ଗଳବାର ବରଗଡ଼ ସହର ଗାନ୍ଧୀ ଛକଠାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ବାଟ ଓଗାଳିଛି କୋଶଳସେନା। କେ‌ାଶଳାଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ଏବଂ ସମ୍ବଲପୁରୀ-କୋଶଲି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବିରେ କୋଶଳସେନାର କର୍ମୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...