ବରଗଡ଼: ପଦ୍ମପୁର-ପାଇକମାଲ ରାସ୍ତାରେ ହାଇଓ୍ଵା ଧକ୍କା ଦେବାରୁ ୩ ବାଇକ୍‌ ଆରୋହୀ ମୃତ

ବରଗଡ଼: ପଦ୍ମପୁର-ପାଇକମାଲ ରାସ୍ତାରେ ମଙ୍ଗଳବାର ହାଇଓ୍ଵା ଧକ୍କା ଦେବାରୁ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସ୍ଥାନୀୟ ସିଂଘନପୁର ଗ୍ରାମର ୩ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର