ମହିଳାଙ୍କ ଆତ୍ମହତ୍ୟା

0 596

ପାଇକମାଲ,: ପାଇକମାଲ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଭଡ଼ା ଘରୁ ବୁଧବାର ରାତିରେ ବେକରେ ରଶି ଲଗାଇ ଜଣେ ମହିଳା ମିନୁ ସୋନି (୨୪) ଆତ୍ମହତ୍ୟା କରିଛନ୍ତି। ସେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଚମନଲାଲ ସୋନିଙ୍କୁ ପ୍ରେମ ବିବାହ କରିଥିଲେ। ୨ଟି ପୁଅ-ଝିଅ ଅଛନ୍ତି। ଚମନଲାଲ ପାଇକମାଲ-ରାୟପୁର ମଧ୍ୟରେ ଚାଲୁଥିବା ଏକ ବସ ଡ୍ରାଇଭର ଅଟନ୍ତି। ପାରିବାରିକ ଅଶାନ୍ତିରୁ ମିନୁ ଆତ୍ମହତ୍ୟା କରିଥିବା ସଂଦେହ‌ ହୋଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.