ବସ୍ତା ଭିତରେ ଖଣ୍ଡବିଖଣ୍ଡ ଶବକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର

ଭଦ୍ରକ: ଜାତୀୟ ରାଜପଥ ୧୬ ନମ୍ବର ନିକଟ ନୂଆ ବସ ଷ୍ଟାଣ୍ଡ ନିକଟରୁ ଅଖାରେ ବନ୍ଧା ହୋଇଥିବା ଖଣ୍ଡ ବିଖଣ୍ଡିତ ବାଳକଙ୍କ ମୃତଦେହକୁ ବୁଲା କୁକୁରମାନେ ଝୁଣି ଝୁଣି ଖାଇଥିବା ମଙ୍ଗଳବାର ଜଣାପଡ଼ିଛି। ତେବେ ଏହି ମୃତଦେହ କାହାର ଏବଂ ଏଠାକୁ କିପରି ଆସିଲା ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ। ମୃତଦେହକୁ କୁକୁର ଝିଣି ଝିଣି ଖାଇବା ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ମୃତଦେହ କାହାର ପୁଲିସର ତଦନ୍ତ ପରେ ଜଣାପଡିବ।

ସମ୍ବନ୍ଧିତ ଖବର