ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଆରଏସ ସଂଘର ଧାରଣା

0 30

ଭଦ୍ରକ: ବିଭିନ୍ନ ସମସ୍ୟା ଓ ଦାବି ନେଇ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଆରଏସ ସଂଘର ଧାରଣା ଦେଇଛନ୍ତି। ଜିଆରଏସ ସଂଘର କହିବା ଅନୁସାରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗରେ ସେମାନେ କାମ କରି ଗ୍ରାମାଞ୍ଚଳର ବିକାଶ କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ମାତ୍ର ସରକାର ସେମାନଙ୍କ ଚାକିରିକୁ ନିୟମିତ କରୁନାହାନ୍ତି। ସଂଘ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.