ଚାନ୍ଦବାଲିରେ ଡବଲ ମର୍ଡର: ସ୍ୱାମୀ-ସ୍ତ୍ରୀ ମୃତ, ଗୁରୁତର ଝିଅକୁ କଟକ ସ୍ଥାନାନ୍ତର

ଭଦ୍ରକ: ଚାନ୍ଦବାଲି ଥାନା ଅନ୍ତର୍ଗତ ମାଳବାଡ଼ ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଝିଅ ଆହତ ହୋଇଛି। ତାକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର