ପାରିବାରିକ କଳହକୁ କେନ୍ଦ୍ର କରି ବିଷ ପିଇ ବଡ଼ ଭାଇ ମୃତ, ସାନ ଭାଇ ଓ ମା’ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭଦ୍ରକ: ପାରିବାରିକ କଳହକୁ କେନ୍ଦ୍ର କରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ବୁଧବାର ବିଷ ପିଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ନିଲୋକ ପଞ୍ଚାୟତ ଅଧିନ ପଳଧାଙ୍କ ଗ୍ରାମରେ ଶିବାନୀ ନାୟକ(୨୭) ବିଷ ପିଇ ମରି ଯାଇଥିବା ବେଳେ ତାଙ୍କର ସାନ ଭାଇ ଭବାନୀ ନାୟକ (୨୨) ଓ ମା’ ରୀନାରାଣୀ ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିବର ଜଣାପଡ଼ିଛି।

ସମ୍ବନ୍ଧିତ ଖବର