ଭଦ୍ରକ: ଭାଗଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା!

ଭଦ୍ରକ: ବନ୍ତ ଆଡ଼ିଆ ପଂଚାୟତ ପନ୍ଦାଡୋ ଗାଁରେ ବୁଧବାର ଜଣେ ଭାଗଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୟାଧର ଚାଷ ପାଇଁ ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ନେଇ ଚାଷ କରିଥିଲେ। ମାତ୍ର ଫସଲ ଭଲ ନହେବାରୁ ଠିକ୍‌ ସମୟରେ ଋଣ ପରିଶୋଧ କରି ପାରି ନଥିଲେ।

ସମ୍ବନ୍ଧିତ ଖବର