ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ମା’ଙ୍କର ଜଗଦ୍ଧାତ୍ରୀ ବେଶ: ପଞ୍ଚମ ଦିନରେ ପୂଜା ପାଇଲେ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵମାତା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କୋହଲା ପାଗ ସେତ୍ତ୍ଵ ମା’ଙ୍କ ପୀଠରେ ଭକ୍ତମାନଙ୍କର ଭିଡ଼ ଲାଗିଥିଲା। ଭକ୍ତମାନେ ଧାଡ଼ି ବାନ୍ଧି ଧୂପ, ଦୀପ, ନୈବେଦ୍ୟ ଅର୍ପଣ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ବିଧାନସଭା ଆସନ: ବିଜେପି ଟିକଟ୍‌ ଦୌଡ଼ରେ ପ୍ରଦୀପ, ହେମନ୍ତ ଓ ମନସ୍ମିତା

ଭଦ୍ରକ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକରେ ବିଜେପି ଋଣନୀତି ଆରମ୍ଭ କରିଛି। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ଦାୟିତ୍ବ ନେବା ପରେ ନିଜ ଜିଲ୍ଲାକୁ ଫୋକସରେ ରଖିଛନ୍ତି। ଜିଲ୍ଲାରେ ୫ଟି ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ଧାମନଗର ବିଧାନସଭା ଆସନ ବିଜେପି କବ୍‌ଜାରେ…
ଅଧିକ ଖବର ଦେଖନ୍ତୁ...

ଧାମରା ଶିଳ୍ପ ପାର୍କ ପାଇଁ ଆବଶ୍ୟକ ୫ ହଜାର ଏକର ଜମି -ପ୍ରଥମ ପର୍ଯ୍ୟାୟରେ ଅଧିଗ୍ରହଣ ସରିଛି ୧୧୧୩ ଏକର

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରାଠାରେ ୫ ହଜାର ଏକର ଜମି ଉପରେ ଏକ ବୃହତ୍ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ଏହା ବ୍ୟତୀତ ଅଧିଗୃହୀତ ଜମିରେ ଅନେକ ବୃହତ୍ତ ଶିଳ୍ପ ସଂସ୍ଥା ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଗତ ୨୦୨୩ ଜାନୁଆରି…
ଅଧିକ ଖବର ଦେଖନ୍ତୁ...

ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ: ତୃତୀୟ ଦିବସରେ ରାଜରାଜେଶ୍ଵରୀ ବେଶ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ ଦିବସରେ ମା’ ରାଜରାଜେଶ୍ଵରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ଙ୍କୁ ଦର୍ଶନ କରିବା ପାଇଁ ଦିନସାରା ପୀଠରେ ଗହଳି ଲାଗିରହିଥିଲା। ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ ଭିକ୍ଷା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀରୁ ବିରଳ ଶିବପାର୍ବତୀ ମୂର୍ତ୍ତି ଉଦ୍ଧାର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି। ଗ୍ରାମର ମାୟାଧର ବେହେରା ଘର କାମ କରିବାକୁ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଆଣିଥିଲେ। ଶନିବାର ସନ୍ଧ୍ୟା ସମୟରେ ଟ୍ରାକ୍ଟର ଚାଳକ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ‘ସଂକୀର୍ତ୍ତନ ସତ୍ୟାଗ୍ରହ’

ଭଦ୍ରକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ଵାର ଭକ୍ତମାନଙ୍କ ପାଇଁ ଖୋଲା କରିବା ଓ ରତ୍ନ ଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଗଣତି କରିବା, ବେଦାନ୍ତ କମ୍ପାନୀ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ଜମି ଏବଂ ସାଧାରଣ ଲୋକଙ୍କ ଚାଷ ଜମିକୁ ଫେରସ୍ତ କରାଯିବା ଦାବି ନେଇ ଆଜି ଭଦ୍ରକ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ସପ୍ତମାତୃକା ବେଶ ପାଇଁ ପ୍ରସ୍ତୁତି ପଥେ ମା’ ଭଦ୍ରକାଳୀ ପୀଠ

ଭଦ୍ରକ: ସପ୍ତ ଦିବସ ବ୍ୟାପୀ ମହାଯଜ୍ଞ ଓ ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶ ପାଇଁ ପୀଠରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ୍ତା ୧୨ ତାରିଖ ଠାରୁ ମା’ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ସହିତ ସପ୍ତ ଦିବସ ବ୍ୟାପୀ ମା’ ସପ୍ତ ମାତୃକା ବେଶରେ ସଜ୍ଜିତ ହୋଇ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

କବି ବସନ୍ତ ମୁଦୁଲି ରାଜ୍ୟସ୍ତରୀୟ ସମାରୋହରେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ ପୁରସ୍କୃତ

ବାଲେଶ୍ଵର: ଯାହା ପାଖରେ କରୁଣା ଅଛି ତା ପାଖରେ ମାନବିକତା ଅଛି। ଆଉ ଏଇ ମାନବିକତାକୁ ନିଜ କବିତାରେ ତୋଳି ଧରିଥିଲେ ବସନ୍ତ ମୁଦୁଲି। କବି ବସନ୍ତ ମୁଦୁଲି ଜୀବନର ତୀବ୍ରତମ ଆତ୍ମିକ ଆଲୋଡ଼ନକୁ କବିତାରେ ଲେଖି ମାନବର ସମସ୍ୟା କଥା ବଖାଣିଛନ୍ତି। ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି ବେସାଲିସ…
ଅଧିକ ଖବର ଦେଖନ୍ତୁ...

୮ ମାସ ତଳେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ ଯୁବତୀ, ଆଜି ମିଳିଲା ମୃତଦେହ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ କବିସାହି ରାସ୍ତା ପାର୍ଶ୍ୱରୁ ଆଜି ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ମାଳଦା ଗ୍ରାମର ଜନୈକ ମହିଳା ନପଙ୍ଗ ଗ୍ରାମର ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ତାଙ୍କ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ମୋଚିଛକରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ: ଭଦ୍ରକ ମୋଚି ଛକରୁ ଭଦ୍ରକାଳୀ ରାସ୍ତାରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ବେଳେ ଚାପା ଉତେଜନା ପ୍ରକାଶ ପାଇଥିଲା। ଯେଉଁ ଦୋକାନୀମାନଙ୍କ ଦୋକାନ ଘର ଭଙ୍ଗା ଯାଇଥିଲା, ସେମାନେ ଏହି ଉଛେଦର ପ୍ରତିବାଦ କରିବା ସାନ ଆମର ଜୀବିକା…
ଅଧିକ ଖବର ଦେଖନ୍ତୁ...