ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଦୁର୍ଘଟଣାରେ ୪ ମୃତ

ବ୍ରହ୍ମପୁର/ବାସୁଦେବପୁର :ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତପ୍ତପାଣି ଘାଟିର ବେଲଗଡ ଏବଂ ଭଦ୍ରକର ବାସୁଦେବପୁରଠାରେ ଦୁଇଟି ଦୁର୍ଘଟଣା ଘଟି ସମୁଦାୟ ୪ ଜଣ ଆହତ ହୋଇଛନ୍ତି। ଦପ୍ତପାଣି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତପ୍ତପାଣି ଘାଟିର ବେଲଗଡ ଠାରେ…
ଅଧିକ ଖବର ଦେଖନ୍ତୁ...

ବାପକୁ କଟୁରୀରେ ହାଣି ହତ୍ୟା କଲା ପୁଅ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଥାନା ବାରିକପୁର ନିକଟସ୍ଥ ବିଷ୍ଣୁପୁର ଗ୍ରାମରେ ପାରିବାରିକ କଳହରୁ ଆଜି ଜଣେ ଜନ୍ମ କଲା ପୁଅ ନିଜ ବାପକୁ ହାଣି ହତ୍ୟା କରିଛି। ବିଷ୍ଣୁପୁର ପ˚ଚାୟତ ବିଷ୍ଣୁପୁର ଗ୍ରାମର ଘନଶ୍ୟାମ ପାତ୍ର(୫୫)ଙ୍କର ଦୁଇ ପୁଅ। ବଡ଼ପୁଅ ଓକିଲ ପାତ୍ର(୨୪) କାଠ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ୮ ଦିବସୀୟ ଯୋଗ ଶିବିର ଉଦ୍‌ଯାପିତ

ଭଦ୍ରକ: ସ୍ୱତନ୍ତ୍ର ଉପ-କାରାଗାର ପରିସରରେ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ପରିଚାଳନାରେ ୮ ଦିବସୀୟ ଯୋଗ ଶିବିର ରବିବାର ଉଦଯାପନ ହୋଇଯାଇଛି। ଅନ୍ତେବାସୀମାନଙ୍କୁ ଯୋଗ ମାଧ୍ୟମରେ ନିରୋଗ ତଥା ଶୃଂଖଳିତ କରିବାର ପ୍ରୟାସ ଜେଲ ସଂସ୍କକାରର ଏକ ପ୍ରାମୁଖ ଅଙ୍ଗ ବୋଲି ଜେଲର କୁଆଁର ମାରାଣ୍ଡି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବୈତରଣୀକୁ ଧସିଲା ୨୦୦ ଫୁଟ୍‌ର ସୁରକ୍ଷାବନ୍ଧ

ଚାନ୍ଦବାଲି/ଆରଡ଼ି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ମୁଆଁ ଗାଁରେ ବୈତରଣୀକୁ ପ୍ରାୟ ୨ଶହ ଫୁଟ୍‌ର ନଦୀବନ୍ଧ ଧସିଯାଇଛି। ଏହାଫଳରେ ନଦୀକୂଳିଆ ଲୋକେ ଆତଙ୍କିତ ହୋଇଛନ୍ତି। ମୁଆଁ ଗାଁରେ ନଦୀବନ୍ଧର ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କାର୍ଯ୍ୟ ଚାଲୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ ଧାନକିଣା: ବାଧୁଛି ମିଲର୍‌ଙ୍କ କଟ୍‌ନି-ଛଟ୍‌ନି

ଏସିଏସ୍‌ଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନବିକ୍ରି ଆରମ୍ଭରୁ ଚାଷୀ ହୀନସ୍ତା ହେଉଛି। ଚାଷୀର କଷ୍ଟାର୍ଜିତ ଧାନକୁ ନେଉ ନାହାନ୍ତି ସମବାୟ ସମିତିର ସଂପାଦକ। ମି୍‌ଲ ମାଲିକମାନେ ମଧ୍ୟ ଆର୍ଦ୍ରତାର ଆଳ ଦେଖାଇ ଫେରାଇ ଦେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ସାଳନ୍ଦୀ ବହି ମେଳାରେ ସମ୍ବାଦ କୁଇଜ୍‌

ଭଦ୍ରକ: ସାଳନ୍ଦୀ ବହି ମେଳାର ଉଦ୍‌ଯାପନୀ ଦିବସରେ ଶୁକ୍ରବାର ‘ଆମ ଓଡ଼ିଶା -ସମ୍ବାଦ’ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୁଇଜ୍‌ ମାଷ୍ଟର ଅଭିଷେକ ନାୟକ ଓ କବି ରମେଶ ଚନ୍ଦ୍ର ସ୍ୱାଇଁ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସଠିକ୍‌ ଉତ୍ତର ଦେଇଥିବା ୨୦ଜଣ ସଫଳ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ସମବାୟ ସମିତି ଆଗରେ ଚାଷୀଙ୍କର ଆତ୍ମହତ୍ୟା ଉଦ୍ୟମ, ଅସୁସ୍ଥ ଚାଷୀଙ୍କୁ ଭେଟିଲେ ଜିଲ୍ଲାପାଳ

ଭଦ୍ରକ: ଧାନବିକ୍ରୀ ଆରମ୍ଭରୁ ଚାଷୀମାନେ ହୀନସ୍ଥା ହୋଇଛନ୍ତି। ସମବାୟ ସମିତିର ସଂପାଦକମାନେ ଚାଷୀର ଧାନକୁ ନେଉ ନାହାନ୍ତି। ମିଲ ମାଲିକମାନେ ମଧ୍ୟ ଆଦ୍ରତାର ଆଳ ଦେଖାଇ ଧାନ ଫେରାଇ ଦେଉଛନ୍ତି। ଏଫଏକ୍ୟୁର ମାନ କହି ଜଣେ ଜଣେ ଚାଷୀଙ୍କ ନିକଟରୁ ପ୍ରତି କୁଇଣ୍ଟାଲରେ କାଟି ନେଉଛନ୍ତି। ଅଖା ବସ୍ତା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଏସ୍‌ପି ଅଫିସ୍‌କୁ ଲାଗି ଥିବା ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗିଲେ ଓ ପାଖ ଦୋକନାରୁ ୩୦ ହଜାର ଲୁଟି ନେଲେ…

ଭଦ୍ରକ: ଭଦ୍ରକ ସହରରେ ଗତ ବୁଧବାର ବିଳମ୍ବିତ ରାତିରେ ଏସ୍‌ପି ଅଫିସ୍‌କୁ ଲାଗି ରହିଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଓ ପାଖ ଦୋକାନରୁ ଦୁର୍ବୃତ୍ତ ପାଖାପାଖି ୩୦ ହଜାର ଟଙ୍କା ଲୁଟ୍‌ ନେଇଛନ୍ତି। ଏହି ଦୋକାନରେ ଏକ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ନେଟ୍‌ଓ୍ଵାର୍କ କମ୍ୟୁନିକେସନ୍‌ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଡିଜିପି ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର/ଭଦ୍ରକ: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ଶର୍ମା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଇନ୍‌ସପେକ୍ଟର ଅମିତ ବିଶ୍ୱାଳ କିଛି ଦିନ ତଳେ ଭିଜିଲାନସ୍‌ ଜାଲରେ ପଡ଼ି ଗିରଫ ହୋଇଥିଲେ। ସୂଚନାଯୋଗ୍ୟ ଆଇଆଇସି ଅମିତ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ କୁଇଜରେ ପ୍ରତିଯୋଗୀଙ୍କ ବଢୁଛି ଉତ୍ସାହ

ଭଦ୍ରକ: ଭଦ୍ରକ ସାଳନ୍ଦୀ ବହି ମେଳା ପରିସରରେ ଆମ ଓଡ଼ିଶା - ସମ୍ବାଦ ପକ୍ଷରୁ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଆଜି ଅପରାହ୍ନ ୪ଟାରେ ଆରମ୍ଭ କରାଯାଇଥିବା ଏଇ କୁଇଜ୍‌ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ୨୦ ଜଣ ସଠିକ୍‌…
ଅଧିକ ଖବର ଦେଖନ୍ତୁ...