ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ତିହିଡ଼ିରେ ଚାଞ୍ଚଲ୍ୟ: ସରକାରୀ କ୍ୱାର୍ଟର୍ସରୁ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି। ସରକାରୀ କ୍ୱାର୍ଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସହରବାସୀଙ୍କ ପାଇଁ ‘ମୋ ବସ୍‌’ ସେବା ପ୍ରହସନ

ଭଦ୍ରକ: ସାତ ବର୍ଷର ସ୍ବପ୍ନ ଅଧୁରା ରହିଗଲା। ଭଦ୍ରକ ସହରରେ ମୋ ବସ ଗଡିବ ବୋଲି ରାଜ୍ୟ ସରକାର ସ୍ବପ୍ନ ଦେଖାଇ ସ୍ବପ୍ନ ଭାଙ୍ଗି ଦେଲେ। ଭଦ୍ରକ ଏକ ଜନଗହଳିପୂର୍ଣ୍ଣ ସହର ହୋଇଥିବା ବେଳେ ଏହି ସହରକୁ ଅଧିକ ଗାଡ଼ି ମଟର ହ୍ରାସ କରିବା ପାଇଁ ଲୋକଙ୍କୁ ମୋ ବସ ଯୋଗାଇ ସେମାନଙ୍କୁ କମ ଖର୍ଚ୍ଚରେ ଗମନା…
ଅଧିକ ଖବର ଦେଖନ୍ତୁ...

୫ମ ଦିନରେ ବହିଷ୍କୃତ ଶ୍ରମିକଙ୍କ ଧାରଣା: ଧାରଣାରତ ଶ୍ରମିକଙ୍କୁ ଭେଟିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭଦ୍ରକ: ଫେକର ବେଦାନ୍ତ କମ୍ପାନିରେ କାର୍ଯ୍ୟରତ ଥାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୩ଜଣ ଶ୍ରମିକଙ୍କ ପାଇଁ ରାଜରାସ୍ତାକୁ ଉହ୍ଲାଇଥିବା ୩୮ଜଣ ଶ୍ରମିକଙ୍କୁ କମ୍ପାନି ବେଆଇନ ଭାବେ ଛଟେଇ କରିବା ପରେ ଏହି  ୩୮ଜଣ ଶ୍ରମିକ ଦୀର୍ଘ ୫ ଦିନ ଧରି ଫେକର ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ଦାବି ନେଇ କୃଷକମୋର୍ଚ୍ଚାର ଦାବିପତ୍ର ପ୍ରଦାନ

ଭଦ୍ରକ: ରାଜ୍ୟରେ ଦୀର୍ଘ ତେଇଶ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜେଡି ସରକାରର ଚାଷୀ ମାରଣ ନୀତିକୁ ବିରୋଧ କରି ଭଦ୍ରକ ଜିଲ୍ଳା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ମାନସ ସ୍ୱାଇଁ ହତ୍ୟା ମାମାଲା: ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠଙ୍କ ସାକ୍ଷ୍ୟ ପ୍ରଦାନ ଶେଷ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ତଥା ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନିର ଆଜି ଜେରା ଶେଷ ହୋଇଛି। ତେବେ ଆଜି ନିରଞ୍ଜନ ସେଠିର ଓକିଲ ଶରତ ଚନ୍ଦ୍ର ମହାପାତ୍ର ତାଙ୍କୁ ପୂର୍ବ ତାରିଖରୁ ପଚାରି ଥିବା ପ୍ରଶ୍ନ ସହ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

କମୁଛି ଭୂତଳ ଜଳସ୍ତର: ଭଦ୍ରକ ଜିଲ୍ଲାର ୩୦୫ ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭୂତଳ ଜଳସ୍ତର କମି ଯାଉଛି। ଜଳସ୍ତର କମୁଥିବାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ବ୍ଲକରେ ନିର୍ମାଣ କରାଯାଉଥିବା ୩୦୫ ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ଭଦ୍ରକ ବ୍ଲକରେ ୫୧ ଟି, ଭଣ୍ଡାରିପୋଖରୀ ବ୍ଲକରେ ୨୮ ଟି, ବନ୍ତ ବ୍ଲକରେ ୨୪ ଟି,…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଗୁମର କଥା: ନାମ ପଞ୍ଜୀକରଣ ପରେ ବି ନିର୍ମାଣ ଶ୍ରମିକଙ୍କୁ ମିଳୁନି କାର୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବେ ଦଲାଲଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏଠି ସିଧାସଳଖ ଭାବେ କେହି ଶ୍ରମିକ ଅଫିସକୁ ଆସି ଫର୍ମ ଆବେଦନ କରି ନିର୍ମାଣ ଶ୍ରମିକ କାର୍ଡ ପାଇବାର ସଫଳ ହୋଇ ନାହାଁନ୍ତି। ଦଲାଲ ନଧରିଲେ ଏଠି ଶ୍ରମିକର କିଛି କାମ ହୁଏନି। ଆରଟିଓ ଅଫିସରେ ଯେଭଳି ଦଲାଲଙ୍କୁ…
ଅଧିକ ଖବର ଦେଖନ୍ତୁ...