ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଦେଶୀ ମଦ ସହ କାର ଜବତ, ଜଣେ ଗିରଫ

ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପଅଧିକ୍ଷକ ଅନିତା ପ୍ରଧାନଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ଜଳସ୍ତର କମୁଛି, ଶାଖା ନଦୀ ଫୁଲୁଛି: ବନ୍ୟା ଘେରରେ ଧାମନଗର ଓ ଭଣ୍ଡାରିପୋଖରୀର ୩୩ ପଞ୍ଚାୟତ

ଭଦ୍ରକ/ଭଣ୍ଡାରିପୋଖରୀ/ଭଣ୍ଡାରିପେଖରୀ-୧/ଧାମନଗର: ବୈତରଣୀ ବନ୍ୟା ଯୋଗୁଁ ଶାଖା ନଦୀ ରେବ, କପାଳୀ, ନାଳିଆ, କୋଚିଳା, ଗେଙ୍ଗୁଟି ବର୍ତ୍ତମାନ ଉଛୁଳୁଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବନ୍ତ ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ଭଣ୍ଡାରିପୋଖରୀ ଓ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ବନ୍ୟା: ଆଖୁଆପଦାରେ କମୁଛି ଜଳସ୍ତର; ବୁଡ଼ିଛି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଓ ବୈତରଣୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ଜଳ ଆସିଛି। ବୁଧବାର ଦିନ ଅପରାହ୍ନ ଠାରୁ ଭଦ୍ରକର ଆଖୁଆପଦା ଅନିକଟ ନିକଟରେ ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ୧୭. ୯୩ ମିଟର ଉପରେ ପ୍ରବାହିତ ହେଉଛି। ଗୁରୁବାର ସକାଳ ୬ଟା ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

୩ ଦଫା ଦାବି ହାସଲ ପାଇଁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ

ଭଦ୍ରକ: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ବୁଧବାର ଭଦ୍ରକ ଜିଲ୍ଲାର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନ  ତିନି ଦଫା ଦାବି ପୂରଣ ନେଇ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଏକତ୍ରିତ ହୋଇଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଭଦ୍ରକ ଜିଲ୍ଲା ଶାଖାର ସଭାପତି…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ବନ୍ୟା: ବନ୍ତରେ ଗଛ ପଡ଼ି ଜଣେ ମୃତ, ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ମୁତୟନ 

ଭଦ୍ରକ: ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ଆଖୁଆପଦା  ନିକଟରେ ବୈତରଣୀ ନଦୀର ବିପଦ ସଂକେତ ୧୭, ୮୩ ମିଟର  ରହିଥିବା ବେଳେ ବୁଧବାର ରାତି ୯ଟା ସୁଦ୍ଧା ଏଠାରେ ବନ୍ୟା ଜଳ ବିପଦ ସଂକେତ ୧୯.୫୬ ମିଟର ଉପରେ ପ୍ରବାହିତ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ବୁଡ଼ିଲା ଭଦ୍ରକର ସହର ତଳି ଅଞ୍ଚଳ, କଲୋନିରେ ପଶିଲା ଡ୍ରେନ୍‌ର ମଇଳା ପାଣି

ଭଦ୍ରକ: ଦୁଇ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ସହରର ତଳିଆ ଅଞ୍ଚଳ ଓ କଲୋନିରେ ବର୍ଷା ଜଳ ବୁଡ଼ି ରହିଛି। ରାସ୍ତାଘାଟ ସବୁ ପାଣିରେ ବୁଡ଼ି ଯାଇଛି। ଅନେକ ସ୍ଥାନରେ ଡ୍ରେନ୍‌ର ମଇଳା ପାଣି ସବୁ ଲୋକଙ୍କ ଘରେ ପଶିଛି। ଭଦ୍ରକ ପୌରପାଳିକାର ୩୦ ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଲା; ୧୯.୧୬ମିଟର ଜଳ ପ୍ରବାହିତ, ଆସିପାରେ ବଡ଼ବନ୍ୟା

ଭଦ୍ରକ/ଭଣ୍ଡାରିପୋଖରୀ-୧: ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ ମିଟର ବିପଦ ସଂକେତ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା: ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ: ଗତ ୨୪ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗତ ଦୁଇଦିନ ହେବ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ବ୍ଲକର ଖାଲୁଆ ଅଞ୍ଚଳରେ ବର୍ଷା ଜଳ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ହେଲା କାଳ: ଓଲଟିଲା କାର, ୨ ଗୁରୁତର

ସୋର: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର୍। ଏହାଫଳରେ ୨ ଜଣ ଗୁରୁତର ଆହତ  ହୋଇଥିଲେ। ‌ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି…
ଅଧିକ ଖବର ଦେଖନ୍ତୁ...

ଓଏସ୍‌ଏସ୍‌ସି ପରୀକ୍ଷା ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନ ଉଠିଲା

ଭଦ୍ରକ: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି) ପରିଚାଳିତ ଜେଇ(ସିଭିଲ୍‌) ପ୍ରଶ୍ନପତ୍ର ପ୍ରଘଟ ମାମଲା‌ରେ ପୂରା ରାଜ୍ୟ ଉଠୁଛି ପଡ଼ୁଛି। ଏଭଳି ସ୍ଥିତିରେ ଆଜି ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି। ଓଏସ୍‌ଏସ୍‌ସି ଦ୍ବାରା ଆଜି ଆକାଉଣ୍ଟାଣ୍ଟ ପଦ ପାଇଁ ଅନୁଷ୍ଠିତ ହେଉଥିବା…
ଅଧିକ ଖବର ଦେଖନ୍ତୁ...