ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଜାରି

ଭଦ୍ରକ: ଜିଲ୍ଲାରେ ଥିବା  ୩୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫେବ୍ରୁଆରି ୧୬ ତାରିଖରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଏଇ ପରୀକ୍ଷା ଆସନ୍ତା  ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକରେ ଯୁକ୍ତ ଦୁଇ କଳାରେ ୫୧୨ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇଲା ନାବାଳକ, ଘର ଭିତରେ ବନ୍ଧା ହୋଇଛି ହାତ-ଗୋଡ଼

ଭଦ୍ରକ: ୭ ବର୍ଷ ବୟସରୁ ୧୩ ବର୍ଷ ହେଲା ସିକୁଳିର ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇଲେଲିପୁନ। ନିରାଶ୍ରୟ ହୋଇ ପୁଅକୁ ଭଲ କରିବା ପାଇଁ ବାପ ମା’ ଆକୁଳ ନିବେଦନ କଲେ। ଧାର କରଜ କରି ଡ଼ାକ୍ତରଙ୍କୁ ଦେଖେଇବା ଓ କେତେ ଦିଅଁ ଦେବତାଙ୍କୁ ପୂଜି ବିଫଳ ହେବାର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ବରପୁତ୍ରଙ୍କ ନାମକୁ ବିକୃତ କରାଯାଉଥିବା ନେଇ ପ୍ରତିକ୍ରିୟା

ଭଦ୍ରକ: ଭଦ୍ରକ ଜିଲ୍ଲାର ବରପୁତ୍ରମାନଙ୍କ ନାମକୁ ବିକୃତ କରି କୁହାଯିବା ଓ ବିକୃତ କରି କାନ୍ଥବାଡ଼ରେ ଲେଖାଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାଣତରେ ହେଉ କି ଅନିଚ୍ଛାକୃତ ତ୍ରୁଟି ପାଇଁ ହେଉ ଆମ  ପୂର୍ବଶୂରୀମାନଙ୍କ ନାମଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା କାମରେ ଦୁର୍ନୀତି ନେଇ ଭିଜିଲାନସ୍‌ର ତସନ୍ତ ଆରମ୍ଭ

ଭଦ୍ରକ: ଭଦ୍ରକ ବ୍ଲକର ଗୁଜିଦରଡ଼ା ପଞ୍ଚାୟତରେ ସରକାରୀ ଅନୁଦାନରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାଲେଶ୍ବର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ୧୦ଟି ରାସ୍ତା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଏଇ…
ଅଧିକ ଖବର ଦେଖନ୍ତୁ...

ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ: ତଥାପି ରକ୍ତତୀର୍ଥ ‘ଇରମ୍‌’ ଅବହେଳିତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ରକ୍ତତୀର୍ଥ ସହିଦ୍‌ ପୀଠ ‘ଇରମ୍‌’ ହେଉଛି ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ। ମାତ୍ର, ଏବେ ବି ଏହା ଅବହେଳିତ ଅବସ୍ଥାରେ ରହିଛି। ଇତିହାସର ସ୍ବାକ୍ଷର କରୁଥିବା ଏହି ଅଞ୍ଚଳ ପ୍ରତି ସରକାର ଦୃଷ୍ଟି ନପାଇବା ଦୁର୍ଭାଗ୍ୟଜନକ ବିଷୟ ବୋଲି ମତପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଅଟୋରେ ଛାଡ଼ିଯାଇଥିଲେ ମୂଲ୍ୟବାନ ସାମଗ୍ରୀ, ମହିଳା ଯାତ୍ରୀଙ୍କୁ ଫେରାଇ ଦେଲେ ଭଦ୍ରକର ଅଟୋଚାଳକ

ଭଦ୍ରକ: ମାନବିକତା ଦେଖାଇଲେ ଅଟୋ ଚାଳକ। ଗାଡ଼ିରେ ଗ୍ରାହକ ଛାଡିଯାଇଥିବା ମୂଲ୍ୟବାନ ସାମଗ୍ରୀକୁ ଥାନାରେ ଜିମାଦେଇ ସମସ୍ତଙ୍କର ପ୍ରଶଂସାର ପାତ୍ର ସାଜିଲେ। ଆଜିର ଦିନରେ ଲୋକେ ନିଜନିଜ ସ୍ବାର୍ଥରେ ନିଯୋଜିତ ରହୁଥିବା ବେଳେ ଯୁବ ସମାଜକୁ ଏକ ଦିଶା ଦେଖାଇଛନ୍ତି ଜଣେ ଅଟୋ ଚାଳକ। ନିଜ ଗୁଜୁରାଣ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ସମାବେଶରେ ଯୋଗଦେଲେ ଛାତ୍ରଛାତ୍ରୀ

ଭଦ୍ରକ/ରାଣିତାଲ୍: ଭଦ୍ରକ ଜିଲ୍ଲା ରାଣୀତାଲ ଲେବୁଲ୍ କ୍ରସିଁ ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ  ସମାବେଶରେ ହଜାର ହଜାର କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର…
ଅଧିକ ଖବର ଦେଖନ୍ତୁ...

ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା

ଭଦ୍ରକ: ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଆଇନଜୀବୀ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ  ରାଧା ଦାସ, ପ୍ରଫୁଲ୍ଲ ପାଢ଼ୀ, ନିରଂଜନ ପାଣି, ବିଷ୍ଣୁ ଦାଶ, ବିନୋଦ ସାହୁ, ନବ ବେହେରା,…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥଙ୍କୁ ହତାଦର ଅଧଃପତନର ଅୟମାରମ୍ଭ: ବିଜେପି

ଭଦ୍ରକ: ଜଗତରନାଥ ପରମପିତା ପ୍ରଭୁ ଶ୍ରୀଜଗନ୍ନାଥ କୋଟି ଜନତାଙ୍କ ଆରାଧ୍ୟ ଦେବତା। ସମଗ୍ର ବିଶ୍ଵପିତା ସେ। ତାଙ୍କୁ ହତାଦର କରି ଫିଙ୍ଗିବା, ଅଧଃପତନର ଅୟମାରମ୍ଭ ବୋଲି ବିଜେପି ଆରୋପ କରିଛି। ଗତ କିଛିଦିନ ତଳେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ନେହେରୁ ଷ୍ଟାଡିୟମରେ ଜିଲ୍ଲା ସାଂସ୍କୃତିକ…
ଅଧିକ ଖବର ଦେଖନ୍ତୁ...

ମହୋତ୍ସବରେ ପ୍ରଭୁ ଜଗନ୍ନାଥଙ୍କୁ ଅବମାନନା ଘଟଣା: ବିଜେପିର ପ୍ରତିବାଦ ସଭା, ପୁରୀ ସିଂହଦ୍ବାର ଥାନାରେ ଏତଲା

ଭଦ୍ରକ: ଓଡ଼ିଶାର ଆରାଧ୍ୟ ଦେବତା, ବଡ଼ ଠାକୁର, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭଦ୍ରକ ଜିଲ୍ଲା ପ୍ରାଶସନର ଅବମାନନା ଘଟଣାରେ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା। ସ୍ଥାନୀୟ ନେହେରୁ ଷ୍ଟାଡିୟମ ପଡିଆରେ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...