ଦିଲ୍ଲୀ ଘଟଣାରେ ଆପତ୍ତିଜନଙ୍କ ମନ୍ତବ୍ୟ ସୋସିଆଲ ମିଡିଆରେ ପୋଷ୍ଟକରି ଭଦ୍ରକରୁ ୨ ଗିରଫ

ଭଦ୍ରକ : ଦିଲ୍ଲୀରେ ସିଏଏ ଓ ଏନଆସି ବିବାଦକୁ ନେଇ ଲାଗିଥିବା ହିଂସାକାଣ୍ଡ ଘଟଣା ଛପରେ ଭଦ୍ରକାର ଦୁଇ ଯୁବକ ସୋସିଆଲ ମିଡିଆରେ ଆପତ୍ତିଜନ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ଆଜି ଅପରାହ୍ନରେ ଭଦ୍ରକ ଟାଉନ ପୁଲିସ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର