ନୟାଗଡ଼: ବୋମାମାଡ଼ରେ ୪ ଆହତ

ନୟାଗଡ଼: ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ଶୁଣ୍ଢିଝୋଲା ଗିରିପୂଜା ବାଲିଘାଟ ନିକଟରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ନୀଳ ମହାକୁଡ଼, କାହ୍ନା ମହାକୁଡ଼, କୁଳମଣି ମହାକୁଡ଼ ଓ ସୁକରିଆ ବାହୁକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଆଇନ ବାଲି ଚାଲାଣକୁ ନେଇ ଏହି ବୋମାମାଡ଼ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର