ଖାକିରେ ଦାଗ : ମହିଳାଙ୍କୁ ଦୁର୍ବ୍ୟବହାର କରି କନେଷ୍ଟବଳ ଗିରଫ

ବୌଦ୍ଧ : ସ୍ଥାନୀୟ ସହିଦ ଛକରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ବୌଦ୍ଧ ପୁଲିସର ଜଣେ କନେଷ୍ଟବଳ ଗିରଫ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ପୁଲିସ କନେଷ୍ଟବଳ କିଶୋର ବେହେରା ମଙ୍ଗଳବାର ସହରର ସହିଦଛକ ନିକଟରେ ବାସ କରୁଥିବା ଜଣେ ମହିଳାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ମହିଳା ଜଣକ ବୌଦ୍ଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ କିିଶୋରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର