ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଖରାପ ରାସ୍ତା ଯୋଗୁଁ ଜୀବନ ଗଲା! ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା

ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁକୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରାବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯାହାଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ଦାଦାର ଟାଙ୍ଗିଆ ଚୋଟରେ ଗଲା ପୁତୁରା ଜୀବନ

ବୌଦ୍ଧ/ହରଭଙ୍ଗା/ଗୁଣପୁର: ସ୍ୱାମୀ ସ୍ତ୍ରୀଙ୍କ ବଚସାର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଶନିବାର ସକାଳ ସାଢେ ସାତଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଥାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ ସାମାନ୍ୟ ବଚସାକୁ…
ଅଧିକ ଖବର ଦେଖନ୍ତୁ...

ହାଇୱା ଛାଡ଼ିବାକୁ ଲ‌କ୍ଷେ ଟଙ୍କା ଲାଞ୍ଚ, ଧରାପଡ଼ିଲେ ହରଭଙ୍ଗା ଆଇଆଇସି

ବୌଦ୍ଧ/ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଦିଆ ହୋଇଥିବା ଟଙ୍କା ଜବତ କରାଯାଇଛି। ଥାନାରେ ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଫୁଲବାଣୀକୁ…
ଅଧିକ ଖବର ଦେଖନ୍ତୁ...

ବୋର୍‌ୱେଲ୍‌ ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ​ସଂଯୋଗ ଦାବି

କଣ୍ଟାମାଳ: ଚାଷକୁ ଜଳସେଚନ ପାଇଁ ଖନନ କରାଯାଇଥିବା ବୋର୍‌ୱେଲ୍‌ଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ ଦାବିରେ ଶୁକ୍ରବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଗାନ୍ଧୀ ଛକରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଭିଯୋଗ ଅନୁସାରେ କଣ୍ଟାମାଳ ବ୍ଲକର ପ୍ରାୟ ୮ ଶହ ଚାଷୀ ଦୀର୍ଘ ୩…
ଅଧିକ ଖବର ଦେଖନ୍ତୁ...

ବିଜୁଳି ବିଭ୍ରାଟ୍‌ର ପ୍ରତିବାଦ: କର୍ମଚାରୀଙ୍କୁ ଅଟକ ରଖି ପିଟିଲେ!

କଣ୍ଟାମାଳ: ଶୁକ୍ରବାର ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ ସବଷ୍ଟେସନ ଅଧୀନସ୍ଥ ବିଭାଗୀୟ କର୍ମଚାରୀମାନେ ଏକ ବଲେରୋ ଗାଡ଼ିରେ ଲମ୍ବସରୀ ପଞ୍ଚାୟତ ମାର୍ଡୋଲ ଗ୍ରାମ ପଟକୁ ଯାଉଥିବା ବେଳେ ଲମ୍ବସରୀଠାରେ ଗ୍ରାମବାସୀ ଉକ୍ତ ଗାଡ଼ିକୁ ଅଟକାଇ ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ପଚାରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅର୍ଥ ଆତ୍ମସାତ୍‌ ମାମଲା: ପୂର୍ବ ସରପଞ୍ଚଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ଘଣ୍ଟାପଡ଼ା: ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ମାମଲାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ନାରାୟଣପ୍ରସାଦ ପଞ୍ଚାୟତର ପୂର୍ବ ସରପଞ୍ଚ ବିମଳା ମାଝୀଙ୍କୁ ଶୁକ୍ରବାର କଣ୍ଟାମାଳ ଜେଏମ୍‌ଏଫ୍‌ସି ସତ୍ୟନାରାୟଣ ଦାଶ ଦୋଷୀସାବ୍ୟସ୍ତ କରି ୩ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଉଥିଲେ ୨ ମହିଳା ଅଧିକାରୀ; ପୁଷ୍ପଲତା, ପୁଷ୍ପାଙ୍ଗିନୀଙ୍କୁ ଜାଲରେ ପକାଇଲା ଭିଜିଲାନ୍ସ

ବଲାଙ୍ଗୀର/ବୌଦ୍ଧ: ମହିଳା ସଶକ୍ତୀକରଣକୁ ନେଇ ରାଜ୍ୟ ସରକାର ଡେଙ୍ଗୁରା ବଜାଉଥିବା ବେଳେ ଅଧିକାରୀମାନେ ଲାଞ୍ଚରେ ବୁଡ଼ି ରହୁଥିବା ଦୃଷ୍ଟିଗୋଚର ହେଉଛି। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଶୁକ୍ରବାର ୨ ଜଣ ମହିଳା ଅଧିକାରୀଙ୍କୁ ଜାଲରେ ପକାଇଛି। ସେମାନଙ୍କ ମଧ୍ୟରୁ ଜଣେ…
ଅଧିକ ଖବର ଦେଖନ୍ତୁ...

ପୁଣି ଭିଜିଲାନ୍ସ ଜାଲରେ ମହିଳା ପୁଲିସ ଅଧିକାରୀ; ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ହରଭଙ୍ଗା ଥାନା ଆଇଆଇସି

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ମହିଳା ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ଆଠ ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ବିତୀୟ ଘଟଣା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡ଼ି ବସିଛନ୍ତି। ଥାନାରେ…
ଅଧିକ ଖବର ଦେଖନ୍ତୁ...

ଅଜଣା ବରିଷ୍ଠ ନାଗରିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ଜଣେ ବରିଷ୍ଠ ନାଗରିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମନମୁଣ୍ଡା ପୁଲିସ ସୂଚନା ମୁତାବକ ୫୭ ନମ୍ବର ଜାତୀୟ ରାଜପଥ ଗୁଦଗୁଦା ନିକଟ ରାଜପଥ ପାର୍ଶ୍ବରେ ଥିବା ଜାମୁନାଳ ନିକଟରେ ଥିବା ଏକ ଗଛରେ ସାଇକେଲ…
ଅଧିକ ଖବର ଦେଖନ୍ତୁ...

ଅଜଣା ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦଗୁଦା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ଜଣେ ଅଜଣା ବୃଦ୍ଧଙ୍କ ଝୁଲନ୍ତା ଶବ ପୁଲିସ୍‌ ଉଦ୍ଧାର କରିଛି। ସୂଚନାନୁସାରେ ରାଜପଥ ପାର୍ଶ୍ବରେ ଥିବା ଜାମୁନାଳ ନିକଟରେ ଥିବା ଏକ ଗଛରେ ସାଇକେଲ ଟ୍ୟୁବ ସାହାଯ୍ୟରେ ଜଣେ…
ଅଧିକ ଖବର ଦେଖନ୍ତୁ...