ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ହରଭଙ୍ଗା ତହସିଲ୍‌ ପକ୍ଷରୁ ଉଚ୍ଛେଦ ଆରମ୍ଭ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟର ହରଭଙ୍ଗା ଥାନା ଛକ ଓ ପ୍ରାଥମିକ ସ୍କୁଲ୍‌ ପରିସରକୁ ବହୁ ଦିନ ହେବ କେତେକ ଜବରଦଖଲକାରୀ ସେମାନଙ୍କ କବ୍‌ଜାରେ ରଖିଛନ୍ତି। ସ୍କୁଲ୍‌ ଓ ଥାନା ସମ୍ମୁଖରେ ବେଆଇନ ଭାବେ ଦଖଲ କରିଥିବା ୬ ଜଣ ଦୋକାନୀଙ୍କୁ ତୁରନ୍ତ ଜାଗା ଛାଡ଼ିବା ପାଇଁ ତହସିଲ…
ଅଧିକ ଖବର ଦେଖନ୍ତୁ...

ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ: ଗଞ୍ଜେଇ ଚୋରାଚାଲାଣ ବେଳେ ଚଢ଼ଉ କରି ବୌଦ୍ଧ ଅବକାରୀ ବିଭାଗ ଏକ ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ କରିଛି। ତେବେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଗାଡ଼ିର ନମ୍ବରକୁ ଅଧାର କରି ବିଭାଗ ତଦନ୍ତ କରୁଛି। ସୂଚନାନୁସାରେ ଚାରିଛକ ଦେଇ ବୌଦ୍ଧ ପଟକୁ ଏକ ବାଇକରେ ଗଞ୍ଜେଇ ଚୋରାଚାଲାଣ…
ଅଧିକ ଖବର ଦେଖନ୍ତୁ...

ଏପଟେ ହାତୀ, ସେପଟେ ମାଓବାଦୀ; ଲୋକଙ୍କୁ ସୁରକ୍ଷା ଦେବ କିଏ?

ବୌଦ୍ଧ/ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ସ୍ବାଚ୍ଛନ୍ଦ୍ୟରେ ବୁଲି ପାରୁନାହାନ୍ତି। ଏହି ଅଞ୍ଚଳରେ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ମାଓବାଦୀ ସକ୍ରିୟ ହେବା ଚିନ୍ତାର କାରଣ ହୋଇଛି। ଗୋଟେ ପଟେ…
ଅଧିକ ଖବର ଦେଖନ୍ତୁ...

ଅବସର ପୂର୍ବରୁ ଜିଲ୍ଲାପାଳଙ୍କ ଶେଷ ଜନଅଭିଯୋଗ ଶୁଣାଣି

ହରଭଙ୍ଗା: ଆସନ୍ତା ୩୦ ତାରିଖ ଅବସର ନେବାକୁ ଯାଉଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ତେବେ ତା’ ପୂର୍ବରୁ ସୋମବାର ହରଭଙ୍ଗା ବ୍ଲକ୍ ଲୁଣିବାହାଲ ପଞ୍ଚାୟତ ପ୍ରାଙ୍ଗଣରେ ତାଙ୍କର ୪୧ ତମ ତଥା ଶେଷ ଜନଅଭିଯୋଗ ଶୁଣାଣି ଶିବିରରେ ୯୫ଟି ଅଭିଯୋଗ ଶୁଣାଣି କରିଛନ୍ତି। ଏଥିରେ ୧୫୧ ଜଣ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରେ ଅବହେଳା ଅଭିଯୋଗ: କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

କଣ୍ଟାମାଳ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀ ଚାକରିରୁ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳ ସତ୍ୟରଂଜନ ସାହୁ ଆଜି ତାଙ୍କୁ ନିଲମ୍ବନ କରିଛନ୍ତି। କଣ୍ଟାମାଳ ବ୍ଲକ୍ ପଲଶାଗୋରା ପଞ୍ଚାୟତ ଘୁଲୁଘୁଲାପଦର…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଖୁଣ୍ଟିଗୋରାରେ ମାଓ ପୋଷ୍ଟର!

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି | ଆଜି ସକାଳୁ ସକାଳୁ ଖୁଣ୍ଟିଗୋରା ମାର୍କେଟର ଏକ ଗଛରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି | ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିବାବେଳେ ସେଥିରେ ଏନକାଉଣ୍ଟର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବିଷକ୍ରିୟାରେ ୨ ଯୁବତୀ ମୃତ, ଜଣେ ଗୁରୁତର

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ପୁଟାଖେତା ପତ୍ରଫଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ଦୁଇଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଗୁରୁତର ଅଛନ୍ତି। ଦୁଇ ମୃତକ ହେଲେ ଗୌରିବେଙ୍ଗେସ ଗ୍ରାମର ଝରଣା ଭୋଇ (୧୮) ଓ ଶୈଳେନ୍ଦ୍ରୀ ନାୟକ(୧୯ )। ନିଳେନ୍ଦ୍ରୀ ନାୟକ (୧୮)ଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ ଅଫିସ୍‌ ଘେରିଲା ଭାରତୀୟ କିଷାନ ସଂଘ

ବୌଦ୍ଧ: ଛତିଶଗଡ଼ ମହାନଦୀକୁ ଶୋଷିଲା ଭଳି ସାଲୁଙ୍କି ନଦୀକୁ ଶୋଷିବା ମସୁଧା ଚାଲିଛି। ନଦୀର ପାଲଝାର ବ୍ୟାରେଜ ଉପର ମୁଣ୍ଡ ସତୀଘାଟରେ ସରକାର ଆଉ ଏକ ବ୍ୟାରେଜ ନିର୍ମାଣ ଯୋଜନା କରିଛନ୍ତି। ଏହାଦ୍ବାରା ପାଲଝାର ବ୍ୟାରେଜ ଶୁଖିଲା ପଡ଼ିବ। ୨୨ ହଜାର ହେକ୍ଟର ଜମିର ଚାଷୀ ମରୁଡ଼ିର ଶିକାର ହେବେ।…
ଅଧିକ ଖବର ଦେଖନ୍ତୁ...

କୁଶଙ୍ଗ ରେଞ୍ଜରେ ୩୩ କଲରାପତରିଆ ବାଘ ପାଦଚିହ୍ନ ଠାବ

ହରଭଙ୍ଗା: ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛାମୁଣ୍ତିଆ, କୁଆଁରିଆ ଏବଂ ବାଣିଗୋଛା ରେଞ୍ଜରେ ଚଳିତବର୍ଷର ପ୍ରାକ୍ ମୌସୁମୀ ବାଘଗଣନା ଗୁରୁବାର ଶେଷ ହୋଇଛି। ଡିଜିଟାଲ ସର୍ଭେ ଆପ୍ ମାଧ୍ୟମରେ ୬ ଦିନ ଧରି ଏହି ଗଣନା ଚାଲିଥିଲା। ଗଣନା…
ଅଧିକ ଖବର ଦେଖନ୍ତୁ...

ପେଟ କାଟିବାରୁ ଅସହ୍ୟ ଯନ୍ତ୍ରଣା: ଚାଲିଗଲା ଦୁଇ ଝିଅଙ୍କ ଜୀବନ, ସାପ କାମୁଡ଼ା ଅଭିଯୋଗ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଗୌରି ବେଙ୍ଗେସ ପତ୍ରଫଡିରେ ଗୁରୁବାର ବିଳମ୍ବିତ ରାତ୍ରିରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି। ଝିଅ ଦୁଇଜଣ ହେଲେ ଗୌରିବେଙ୍ଗେସ ଗ୍ରାମର ଝରଣା ଭୋଇ (୧୮) ଓ ଶୈଳେନ୍ଦ୍ରୀ(୧୯)। ସୂଚନାନୁସାରେ ଗତକାଲି ସଂଧ୍ୟା ପ୍ରାୟ ସାତଟା ସମୟରେ ସବୁଦିନ…
ଅଧିକ ଖବର ଦେଖନ୍ତୁ...