ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ପେଟ କାଟିବାରୁ ଅସହ୍ୟ ଯନ୍ତ୍ରଣା: ଚାଲିଗଲା ଦୁଇ ଝିଅଙ୍କ ଜୀବନ, ସାପ କାମୁଡ଼ା ଅଭିଯୋଗ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଗୌରି ବେଙ୍ଗେସ ପତ୍ରଫଡିରେ ଗୁରୁବାର ବିଳମ୍ବିତ ରାତ୍ରିରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି। ଝିଅ ଦୁଇଜଣ ହେଲେ ଗୌରିବେଙ୍ଗେସ ଗ୍ରାମର ଝରଣା ଭୋଇ (୧୮) ଓ ଶୈଳେନ୍ଦ୍ରୀ(୧୯)। ସୂଚନାନୁସାରେ ଗତକାଲି ସଂଧ୍ୟା ପ୍ରାୟ ସାତଟା ସମୟରେ ସବୁଦିନ…
ଅଧିକ ଖବର ଦେଖନ୍ତୁ...

ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ଇଆରଭି ଭ୍ୟାନ: ମହିଳା ଏସଆଇଙ୍କ ସମେତ ୪ ଗୁରୁତର

ବୌଦ୍ଧ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ଅନ୍ୟ ଗାଡ଼ି ପାଇଁ କାଳ ହେଉଛି। ରାସ୍ତାକଡ଼ରେ ଛଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଇଆରଭି ଭ୍ୟାନ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ଜଣେ ଏସଆଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯୁବକ ମୃତ

ଜହ୍ନାପଙ୍କ: ବୌଦ୍ଧ ଥାନା ବଲାସିଙ୍ଗା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ବୌଦ୍ଧ ଥାନା କୌଡିଆତୋଳା ଗ୍ରାମର ସତ୍ୟବାନ ରାଉତ ବାଇକ୍‌ରେ ଗତକାଲି କୌଣସି କାର୍ଯ୍ୟରେ ବୌଦ୍ଧ ଆସିଥିଲେ। ସେ ରାତିରେ ଘରକୁ ଫେରୁଥିବା ବେଳେ ବଲାସିଙ୍ଗା ନିକଟରେ…
ଅଧିକ ଖବର ଦେଖନ୍ତୁ...

ଜଳଯୋଗାଣ ଦାବିରେ ରାସ୍ତା ଅବରୋଧ

ଘଣ୍ଟାପଡ଼ା:‌ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ସୋମବାର ସନ୍ଧ୍ୟାରେ ୧ ନମ୍ବର ଵାର୍ଡର ମହିଳାମାନେ ରାସ୍ତା ଉପରେ ମାଠିଆ ଓ ଗରା ପ୍ରଭୃତି ରଖି ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ଚତୁର୍ଭୁଜ ସାହୁ,…
ଅଧିକ ଖବର ଦେଖନ୍ତୁ...

ବର୍ଷା ପାଇଁ ବ୍ୟାକୁଳ ହୋଇ ଇନ୍ଦ୍ରପୂଜା କଲେ ୧୮ ଗ୍ରାମବାସୀ 

ବୌଦ୍ଧ/ପାରଳାଖେମୁଣ୍ଡି: ବର୍ଷା ନାହିଁ। କିନ୍ତୁ ବର୍ଷା ପାଇଁ ଲୋକେ ବ୍ୟାକୁଳ ହୋଇ ଉଠିଛନ୍ତି। ଲଗାତର ଭାବରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି। ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ। ଏଥିରୁ ନିସ୍ତାର ପାଇବା ପାଇଁ ବର୍ଷାର ଦେବତା ଇନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ୨ ଏକର ଆଖୁଚାଷ ନଷ୍ଟକଲେ ହାତୀପଲ

କଣ୍ଟାମାଳ: ଗତ ମଙ୍ଗଳବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ନାରାୟଣପ୍ରସାଦ ସେକ୍ସନ ଅନ୍ତର୍ଗତ ଘୁଚାଙ୍ଗି ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଶନିବାର ଭୁବନେଶ୍ବରରୁ ବନବିଭାଗ ସିସିଏଫ ଆସି ଏହାର ତଦନ୍ତ କରିଥିବା ବେଳେ ହାତୀ ଉପଦ୍ରବରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ଅଫିସ ଘେରିଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବୌଦ୍ଧ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ସମ୍ପାଦକ ସଞ୍ଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତାଜା ଓ ବୌଦ୍ଧ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ: ପୁନରାବୃତ୍ତି ନା ପରିବର୍ତ୍ତନ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣା ୨୦୧୪ ନିର୍ବାଚନରେ କଂଗ୍ରେସ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ପୂର୍ବ ଅପେକ୍ଷା ବହୁତ କମ୍ ଭୋଟ ବ୍ୟବଧାନରେ ଜିତିଥିଲେ। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

୮ କ୍ବିଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌, ବାଇକ୍‌ ଜବତ: ଜଣେ ଗିରଫ

ଘଣ୍ଟାପଡା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ତେଲନଦୀ କୂଳରୁ ପୁଲିସ ୮ କୁଇଣ୍ଟାଲ ଗଞ୍ଜେଇ ସହ ଏକ ବଲେରୋ ପିକ୍‌ଅପ୍‌ ଗାଡ଼ି ଓ ବାଇକ୍‌ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାରଖମା ଗ୍ରାମର ରୂପକ ଦିଗାଲ (୩୦ବର୍ଷ)ଙ୍କୁ ଗିରଫ କରିଛି। ଅନ୍ୟ ୪…
ଅଧିକ ଖବର ଦେଖନ୍ତୁ...

ବାବୁଲା ପାଢ଼ୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ‌ ଜେଲ୍‌ ଗଲା

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ପଲଶାଗୋରା ଗାଁର ବାବୁଲା ପାଢ଼ୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟବାନ କର୍ଣ୍ଣକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ପୁଲିସର ସୂଚନା…
ଅଧିକ ଖବର ଦେଖନ୍ତୁ...