ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

୨ ଶହ ଶାଳ କାଠ ଜବତ, ମାଫିଆ ଫେରାର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ସେକ୍ସନ ତିଲପଙ୍ଗା ବିଟ କୁରେଇପଡ଼ା ଗ୍ରାମ ନିକଟରୁ ସୋମବାର ୨ ଶହ ଖଣ୍ଡ ଶାଳ କାଠ ଜବତ କରିଛି ବନ ବିଭାଗ। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ଗୁନ୍ଦୁଲିଆ ବନପାଳ ଦେବକାନ୍ତ ବେହେରାଙ୍କ ନେତୃତ୍ବରେ ଏକ…
ଅଧିକ ଖବର ଦେଖନ୍ତୁ...

୨୦ କେଜି ଗଞ୍ଜେଇ ସହ ବାଇକ ଜବତ, ୨ ଗିରଫ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୦ କେଜି ୭ ଶହ ଗ୍ରାମ ଗଞ୍ଜେଇ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ଦେଉଳି ନଦୀଘାଟ ନିକଟରେ ଚଢ଼ଉ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ସମୂହ ଛୁଟିରେ ଜିଲ୍ଲାର ସମସ୍ତ ଅମଲା, ସମସ୍ତ ସରକାରୀ ଅଫିସର କାର୍ଯ୍ୟ ଠପ୍‌ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅମଲା କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆଜିଠାରୁ ସମୂହ ଛୁଟିରେ ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି। ଦାବି ଅନୁସାରେ ଗ୍ରେଡ୍‌-ପେ ୪୨୦୦ ଘୋଷଣା କରାନଯିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେ​ବେ ନାହିଁ…
ଅଧିକ ଖବର ଦେଖନ୍ତୁ...

ଘଣ୍ଟାପଡା: ନକଲି ଟଙ୍କା ଦେଇ ମେଣ୍ଢା କିଣି ନେଲେ ଦୁର୍ବୃତ୍ତ

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ମସିଣାଗୋର ଗ୍ରାମରେ ମଙ୍ଗଳବାର ଜଣେ ଚାଷୀଙ୍କୁ ନକଲି ଟଙ୍କା ଦେଇ ମେଣ୍ଢା ନେଇଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ ମସିଣାଗୋରା ଗ୍ରାମର ପୁଟଲ କଲତା ମେଣ୍ଢା ବିକ୍ରି କରିବାକୁ ଆମ୍ବଗାଁ ସାପ୍ତାହିକ ହାଟକୁ…
ଅଧିକ ଖବର ଦେଖନ୍ତୁ...

ବଡ଼ଖଲିଗାଁରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ପଦ୍ମନପୁର ପଞ୍ଚାୟତ ବଡ଼ଖଲିଗାଁରେ ଗତକାଲି କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। କାଳବୈଶାଖୀ ଯୋଗୁଁ ଗ୍ରାମର ମୟସେନ ରଣାଙ୍କ ଘର ପାଖରେ ଥିବା ଏକ ଜାମୁ ଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ତାଙ୍କ ଛପର ସଂପୂର୍ଣ୍ଣ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ନକଲି ବିଇଡି ସାର୍ଟିଫିକେଟ: ଜଣେ ଶିକ୍ଷକ ବହିଷ୍କୃତ, ୩ ଶିକ୍ଷୟିତ୍ରୀ ନିଲମ୍ବିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଅନ୍ୟପଟେ ଗୋଟିଏ ସମୟରେ ଦୁଇ ଦୁଇଟି ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ ଶିକ୍ଷାବିଭାଗ ପକ୍ଷରୁ ୩ଜଣ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ଚାକିରୀରୁ ନିଲମ୍ବନ…
ଅଧିକ ଖବର ଦେଖନ୍ତୁ...

ଦେହରେ ନିଆଁଲଗାଇ ଯୁବତୀଙ୍କ ଆତ୍ମହତ୍ୟା

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଟୁରିଦେଉଳ ଗ୍ରାମର କବିତା ବଘାର(୨୦) ନାମକ ଜଣେ ଯୁବତୀ ଗୁରୁବାର ଅପରାହ୍ନରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନ ଥିବା ବେଳେ ଯୁବତୀ ଜଣକ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜିନୀ ପତି ରାୟ ପ୍ରକାଶ କରିଛନ୍ତି। ପୋଡ଼ାଗୋଡ଼ା ଗ୍ରାମର ଅଭିଯୁକ୍ତ ପପୁଲୁ ସାହୁକୁ ୧୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ: ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତି ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ପ୍ରାପ୍ୟ ନ ପାଇ ପିଚୁରାସ୍ତା କାଟିଦେଲେ ଚାଷୀ, ପ୍ରଶାସନ ନିରବ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଯୋର-ବୈଦ୍ୟନାଥ ତେଲ ନଦୀ ସେତୁ ନିର୍ମାଣ ଦାୟିତ୍ବ ୨୦୧୫ରେ ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଘରୋଇ ଠିକା ସଂସ୍ଥାକୁ ଦିଆ ଯାଇଥିଲା। ଉକ୍ତ ସେତୁକୁ ସଂଯୋଗ କରୁଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣରେ ବହୁ ବିଳମ୍ବ…
ଅଧିକ ଖବର ଦେଖନ୍ତୁ...