ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ବୌଦ୍ଧ/ଚାରିଛକ: ଜଳଲାଗି କରିପାରିଲେ ନାହିଁ,ଗାଡ଼ି ଓଲଟି ଜଣେ କାଉଡ଼ିଆଙ୍କ ମୃତ୍ୟୁ, ୮ ଗୁରୁତର

ବୌଦ୍ଧ:ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରୁ ଶିବଙ୍କୁ ଜଳଲାଗି କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଯାଉଥିବା ବେଳେ ଏକ କ୍ରୁଇଜର ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: ବାଇକକୁ ପଛପଟୁ ଧକ୍କାଦେଲା କାର, ୨ ଶିକ୍ଷକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ବୌଦ୍ଧ: ଆଜି ଶନିବାର ଥଲା । ତେଣୁ ସକାଳୁଆ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ଶିକ୍ଷୟିତ୍ରୀ ଜ୍ୟୋତିର୍ମୀୟ ପ୍ରଧାନ ଶିକ୍ଷକ ଅଜିମ ଖାଁଙ୍କ ସହିତ ଗୋଟିଏ ମୋଟର ସାଇକେଲରେ ଗାଁରୁ ବାହାରି ସ୍କୁଲକୁ ଆସୁଥିଲେ। ମାତ୍ର ସ୍କୁଲରେ ପହଞ୍ଚିି ପାରିଲେ ନାହିଁ। ସ୍କୁଲ ଠାରୁ କିଛି ଦୂରରେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ତେଲ ନଦୀରେ ୨୦ କିମି ଭାସିବା ପରେ ଉଦ୍ଧାର

ତରଭା : ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ତେଲ ନଦୀରେ ଭାସି ଆସୁଥିବା ଜଣେ ୧୩ ବର୍ଷୀୟା ବାଳିକାକୁ ତରଭା ବ୍ଲକ ଅଧୀନସ୍ଥ ବୁଦେଲମୁଣ୍ଡା ଗ୍ରାମର ମହିଳାମାନେ ଉଦ୍ଧାର କରିଛନ୍ତି। ତେବେ ୨୦ କିମି ପାଣିରେ ଭାସିବା ପରେ ବି ଝିଅଟି ଚେତା ନ ହରାଇ ସାହସର ସହ ମୁକାବିଲା କରିଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଖତ ଖାଉଛି ସରକାରୀ କ୍ୱାର୍ଟର୍ସ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ମ୍ୟାଲେରିଆ ପ୍ରବଣ ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା ଗ୍ରାମରେ ନିର୍ମାଣ କାରାଯାଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାର୍ଟର୍ସ ଗତ ପାଞ୍ଚ ବର୍ଷ ହେବ ବ୍ୟବହାର ନହୋଇ ଭୂତ କୋଠିରେ ପରିଣତ ହୋଇଛି। କ୍ୱାର୍ଟର୍ସରେ ବିଦ୍ୟୁତ ଓ ପାଣି ଭଳି ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ :୧୮ ଗାଁକୁ ରାସ୍ତା ନାହିଁ, ଖଟରେ ବୁହା ହେଉଛନ୍ତି ରୋଗୀ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ୧୮ ଖଣ୍ଡ ଗାଁକୁ ଆଜିଯାଏଁ ରାସ୍ତାଟି ନାହିଁ। ଫଳରେ ଏ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତର ସିଗାରି, କନାଗନ, ବଟେପଙ୍ଗ, ବଡପଙ୍ଗ, ମେନକାସାହି, ଗୁହାରକନ, ମାଳତି…
ଅଧିକ ଖବର ଦେଖନ୍ତୁ...

ସାଇକଲ୍‌ରେ ମହିଳାଙ୍କ ଶବକୁ ଶ୍ମଶାନ ନେବା ଘଟଣା : ବଦଳିଗଲା ଘଟଣାର ପ୍ରଚ୍ଛଦପଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ ନିଜ ଶାଳୀଙ୍କ ଶବକୁ ସାଇକଲ୍‌ରେ ଶ୍ମଶାନ ନେଇ ସତ୍କାର କରିବା ଘଟଣା ରାଜ୍ୟ ତମାମ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହା ରାଜ୍ୟ ରାଜନୀତିକୁ ମଧ୍ୟ ଉଷ୍ମ କରିଛିି। ଗଣମାଧ୍ୟମରେ ଶବ ବୁହା ଘଟଣା ପ୍ରଘଟ ହେବା…
ଅଧିକ ଖବର ଦେଖନ୍ତୁ...

ହସିବ ମର୍ଜାକୁଦ:ଫିଟିବ ବିକାଶର ରାସ୍ତା

ବୌଦ୍ଧ: ଆଉ ମାତ୍ର କେଇଟା ମାସ ପରେ ବୌଦ୍ଧ ଜିଲ୍ଲାକୁ ପୂରିବ ପଚିଶ ବର୍ଷ। ରୌପ୍ୟ ଜୟନ୍ତୀ ପାଳିବ ଐତିହାସିକ ବୌଦ୍ଧ। ଏହି ସମୟ ମଧ୍ୟରେ ବୌଦ୍ଧ ଜିଲ୍ଲା ତାହାର ଅନ୍ୟ ପଡ଼ୋଶୀ ଜିଲ୍ଲାଗୁଡ଼ିକ ତୁଳନାରେ ଅନେକ ପଛରେ ରହିଯାଇଛି ତାହା ସ୍ୱୀକାର କରିବାକୁ ହେବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ…
ଅଧିକ ଖବର ଦେଖନ୍ତୁ...

ସାଇକଲ୍‌ରେ ଶବକୁ ଶ୍ମଶାନ ନେବା ଘଟଣା : ଲୁଚିଗଲା ସାମାଜିକ ବାସନ୍ଦ!

ବୌଦ୍ଧ : ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ ତାଙ୍କ ଶାଳୀଙ୍କର ଶବକୁ ସାଇକଲ୍‌ରେ ଶ୍ମଶାନକୁ ବୋହିନେଇ ସତ୍କାର କରିବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଘଟଣାକୁ ପୁଣିଥରେ ସ୍ମରଣ କରାଇ…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇଲାଣି ଜାତୀୟ ଉଜାଲା ଯୋଜନା!:ମିଳୁନି ଏଲ୍‌ଇଡି ବଲ୍‌ବ; ପଙ୍ଖା, ଟ୍ୟୁବ୍‌ ଲାଇଟ୍‌ ସ୍ୱପ୍ନ

ବୌଦ୍ଧ: କେନ୍ଦ୍ର ସରକାରଙ୍କ ଜାତୀୟ ଉଜାଲା ଏଲ୍‌ଇଡି ଯୋଜନାରୁ ବଂଚିତ ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ। ବିଦ୍ୟୁତ ଶକ୍ତିର ସଂରକ୍ଷଣ ପ୍ରାଥମିକ ଲକ୍ଷ୍ୟରେ ୨୦୧୫ରେ ପ୍ରଧାନମନ୍ତ୍ରୀ ଉଜାଲା ଏଲ୍‌ଇଡି ଯୋଜନାର ଆରମ୍ଭ କରିଥିଲେ। ଇତିମଧ୍ୟରେ ଯୋଜନାକୁ ୩ ବର୍ଷ ପୁରି ସାରିଥିବା ବେଳେ ଏବେବି ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

ହଜିଗଲା ମାନବିକତା! : ସାଇକଲରେ ବୁହା ହେଲା ଶବ

ବୌଦ୍ଧ : ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ। ଶେଷରେ ଶାଳୀର ଶବକୁ ସାଇକଲରେ ବୋହି ନେଇ ସତ୍କାର କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଆଜି ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତରେ ଘଟିଛି। କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ (୬୦)ଙ୍କ ଘରେ ରହୁଥିଲେ ତାଙ୍କ…
ଅଧିକ ଖବର ଦେଖନ୍ତୁ...