ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ନକଲି ବିଇଡି ସାର୍ଟିଫିକେଟ: ଜଣେ ଶିକ୍ଷକ ବହିଷ୍କୃତ, ୩ ଶିକ୍ଷୟିତ୍ରୀ ନିଲମ୍ବିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଅନ୍ୟପଟେ ଗୋଟିଏ ସମୟରେ ଦୁଇ ଦୁଇଟି ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ ଶିକ୍ଷାବିଭାଗ ପକ୍ଷରୁ ୩ଜଣ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ଚାକିରୀରୁ ନିଲମ୍ବନ…
ଅଧିକ ଖବର ଦେଖନ୍ତୁ...

ଦେହରେ ନିଆଁଲଗାଇ ଯୁବତୀଙ୍କ ଆତ୍ମହତ୍ୟା

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଟୁରିଦେଉଳ ଗ୍ରାମର କବିତା ବଘାର(୨୦) ନାମକ ଜଣେ ଯୁବତୀ ଗୁରୁବାର ଅପରାହ୍ନରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନ ଥିବା ବେଳେ ଯୁବତୀ ଜଣକ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜିନୀ ପତି ରାୟ ପ୍ରକାଶ କରିଛନ୍ତି। ପୋଡ଼ାଗୋଡ଼ା ଗ୍ରାମର ଅଭିଯୁକ୍ତ ପପୁଲୁ ସାହୁକୁ ୧୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ: ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତି ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ପ୍ରାପ୍ୟ ନ ପାଇ ପିଚୁରାସ୍ତା କାଟିଦେଲେ ଚାଷୀ, ପ୍ରଶାସନ ନିରବ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଯୋର-ବୈଦ୍ୟନାଥ ତେଲ ନଦୀ ସେତୁ ନିର୍ମାଣ ଦାୟିତ୍ବ ୨୦୧୫ରେ ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଘରୋଇ ଠିକା ସଂସ୍ଥାକୁ ଦିଆ ଯାଇଥିଲା। ଉକ୍ତ ସେତୁକୁ ସଂଯୋଗ କରୁଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣରେ ବହୁ ବିଳମ୍ବ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗୃହରକ୍ଷୀ, ଚାଳକ ମୃତ

ବୌଦ୍ଧ/ଲକ୍ଷ୍ମୀପ୍ରସାଦ/ବାଉଁଶୁଣି/ଜହ୍ନାପଙ୍କ ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା କମଳପୁର ଛକ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଉଁଶୁଣି ଥାନା ପୁଲିସ କର୍ମଚାରୀମାନଙ୍କୁ ନେଇ ଫେରୁଥିବା ବଲେରୋକୁ ଏକ ସ୍ଲେଟ୍‌ ପଥର ବୋଝେଇ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଗାଡିକୁ ପିଟିଲା ଟ୍ରକ: ୨ ମୃତ

ବୌଦ୍ଧ/ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ  ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ବୁଧବାର ଭୋର ୫ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ ପିଟିଦେବାରୁ ଗାଡି ଦୁଇଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ବୋଲେରୋ…
ଅଧିକ ଖବର ଦେଖନ୍ତୁ...

୧୮ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ: ବୌଦ୍ଧ ପୁଲିସ ସୋମବାର ବଘିଆପଡା ଅଞ୍ଚଳର ଜିଲେଜୁ ଗ୍ରାମରେ ଗଞ୍ଜେଇ ଥିବା ଖବର ପାଇ ଚଢଉ କରିଥିଲା। ପୁଲିସ ଚଢଉ ସମୟରେ ଗ୍ରାମ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଗଚ୍ଛିତ ଥିବା ଠାବ କରିବା ସହ ସେଠାରେ ଥିବା ଗ୍ରାମର ରମେଶ କହଁର (୩୦) ଜଙ୍ଗଲକୁ ପଳାଉଥିବା ପୁଲିସ ଜାଣିବାକୁ ପାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ସହ ବାଇକ୍ ଜବତ, ୨ ଗିରଫ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୦.୫ କେଜି ଗଞ୍ଜେଇ ଓ ଏକ ବାଇକ୍ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଖୁଣ୍ଟିଗୋରା ଛକ ନିକଟରେ ଚଢ଼ଉ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବକଙ୍କ ଜୀବନ, ଜଣେ ଗୁରୁତର       

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବଘିଆପଡ଼ା-ଦେବଗଡ଼ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ  ଧକ୍କା ହୋଇଥିଲା । ଏଥିରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ହେଲେ ବମଣ୍ଡା ଗ୍ରାମର ପପୁନ ସେଠୀ (୩୪) ଓ ଗୁରୁତର…
ଅଧିକ ଖବର ଦେଖନ୍ତୁ...