ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଶାଳକାଠ ସହ ଗାଡ଼ି ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ବନାଞ୍ଚଳ ଅଧୀନସ୍ଥ ପୋଢହଳ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚଢ଼ଉ କରି ଶାଳକାଠ ସହ ଗୋଟିଏ ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମାଧପୁର…
ଅଧିକ ଖବର ଦେଖନ୍ତୁ...

ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ: ଲୋକଙ୍କ ମୌଳିକ ସମସ୍ୟା ବୁଝିଲେ

ହରଭଙ୍ଗା: ବୌଦ୍ଧର ନୂଆ ଜିଲ୍ଲାପାଳ ଭାବେ ଜେ. ସୋନାଲ ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣର ୧୨ଘଣ୍ଟା ନପୂରୁଣୁ ଜିଲ୍ଲାପାଳ ଗୁରୁବାର ସକାଳୁ ହରଭଙ୍ଗା ବ୍ଲକ୍‌ର ଉପାନ୍ତ ପଞ୍ଚାୟତ ମହାଲିକପଡ଼ାରେ ପହଞ୍ଚଚିଥିଲେ। ସେଠାରେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ପରେ…
ଅଧିକ ଖବର ଦେଖନ୍ତୁ...

ହରଭଙ୍ଗା ମହୋତ୍ସବ ଉଦ୍‌ଯାପିତ: ପୁରୁଣା ଐତିହ୍ୟକୁ ପୁନର୍ଜୀବିତ କରିବ ମହୋତ୍ସବ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ହାଇସ୍କୁଲ ଖେଳପଡ଼ିଆଠାରେ ଗତ ୫ ଦିନ ଧରି ଚାଲିଥିବା ଦ୍ୱିତୀୟ ହରଭଙ୍ଗା ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି, ହରଭଙ୍ଗା ପିଏସ୍‌ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଆଇଆଇସି ନଳିନୀକାନ୍ତ ଦାସ,…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡ଼ା ଅଞ୍ଚଳରୁ ୪୭ ଖଣ୍ଡ କେନ୍ଦୁଗଣ୍ଡି ବୋଝେଇ ହୋଇଥିବା ଏକ ଗାଡ଼ିକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଈସିଲେଟ ବ୍ଲକ୍‌ ଟେଙ୍ଗନାପାଲି ଗାଁର ଲକ୍ଷ୍ମଣ ବରିହା (୨୫)କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଦିନିକିଆ ବୌଦ୍ଧ ଗସ୍ତରେ ଅଙ୍ଗନବାଡ଼ି କେନ୍ଦ୍ର ବୁଲିଲେ, ଏସ୍‌ଏଚ୍‌ଜି ଓ ଚାଷୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ବୌଦ୍ଧ/ଜହ୍ନାପଙ୍କ/ବାଉଁଶୁଣି: ମହାମହିମ ରାଜ୍ୟପାଳ ରଘୁବର ଦାସ ବୁଧବାର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟପାଳ ବୌଦ୍ଧ ବ୍ଲକ୍‌ ଇଚ୍ଛାପୁର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ, ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ବାର୍ତ୍ତାଳାପ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳରେ ମାଓବାଦୀ- ଯବାନ ମୁହାଁମୁହିଁ: ମାଓ ଶିବିର ଧ୍ବଂସ, ବିପୁଳ ସାମଗ୍ରୀ ଜବତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଗୁରୁବାର କମ୍ବିଂ ବେ‌ଳେ ମାଓବାଦୀ ଓ ଏସ୍‌ଓଜି ଯବାନମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପଟୁ ସକାଳ ୯ଟାରୁ ପ୍ରାୟ ୩ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଯବାନମାନଙ୍କ ଆକ୍ରମଣରେ ତିଷ୍ଠି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ

ହରଭଙ୍ଗା/ତେଲକୋଇ: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ତର ଚକ୍ରଗଡ଼ଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାର୍ଶ୍ବରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ତ ଅଧୀନରେ ୧୪ଟି ଟିମ୍‌ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର: ପୁଲିସକୁ ଚେତାବନୀ

ବୌଦ୍ଧ: କିଛି ଦିନ ପରେ ବୌଦ୍ଧରେ ପୁଣି ଲାଗିଛି ମାଓ ପୋଷ୍ଟର। ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଅପହରଣ ଓ ପୁଲିସକୁ ଆକ୍ରମଣ ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

କଣ୍ଟାମାଳ: ଗତ ୩ ତାରିଖ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନୋହରପୁର ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜ୍ବାଇଁଙ୍କୁ ଅପହରଣ, ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଭାଇ ମଦନ ପ୍ରଧାନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଫାଟି ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ବଜାର ଅଞ୍ଚଳରେ ସୋମବାର ଅଘଟଣ ଘଟିଛି। ମୋବାଇଲ ଫୋନ୍‌ ବିସ୍ଫୋରଣ ଘଟି ବ୍ୟବସାୟୀ ପ୍ରଦୀପ ସାହୁଙ୍କ ଘର ଜଳିଯାଇଛି। ସୌଭାଗ୍ୟବଶତଃ ତାଙ୍କ ପରିବାର‌ ଲୋକେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...