ଜୟପୁର: ବସ ଓଲଟି ୧୦ ଆହତ

ଜୟପୁର: ଗତକାଲି ରାତିରେ ମାଲକାନଗିର ଜିଲ୍ଲା କାଲିମେଳାରୁ ଜୟପୁର ଦେଇ ଭୁବନେଶ୍ୱର ଯାଉଥିବା କୋଣାର୍କ ନାମକ ଏକ ଘରୋଇ ବସ ଶ୍ରୀକାକୁଲମ ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ପୁଲିସ ଓ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର