ନବରଙ୍ଗପୁର: ଗଛକୁ ଧକ୍କା ଦେଇ କାର ଆରୋହୀ ମୃତ

ନବରଙ୍ଗପୁର: କୋଡିଗାଁ ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟସ୍ଥ ବାଗିନି ମନ୍ଦିର ଛକ ନିକଟରେ ରବିବାର ଗଛକୁ ଧକ୍କା ଦେବାରୁ ଜଣେ କାର ଚାଳକଙ୍କର ମୃତ୍ୟୁ ଘଟିଛି। କୋଷାଗୁମୁଡାରୁ ଉମରକୋଟ ନିଜ କାର ଯୋଗେ ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ଗଛକୁ କାର ଧକ୍କା ଦେଇଛି। ଫଳରେ କାର ଚାଳକ ଉମରକୋଟର ରୋହିତ ଅଗ୍ରୱାଲ(୨୭)ଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର