କେନ୍ଦ୍ରାପଡ଼ା: ପୋଲ ତଳକୁ ଖସି ପଡ଼ିଲା କାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ନିକଟରେ ଏକ କାର ପୋଲ ଉପରୁ ତଳକୁ ଖସି ପଡ଼ିଛି। ପଟ୍ଟାମୁଣ୍ଡାଇର ଗୋଟିଏ ପରିବାର କଟକ ଅଭିମୁଖେ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ତେବେ କାର୍‌ରେ ଥିବା ପରିବାରର ୫ ଜଣ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର